ତାଜମହଲରେ ମାଙ୍କଡ଼ଙ୍କ ଦାଉରୁ ପର୍ଯ୍ୟଟକମାନଙ୍କୁ ସୁରକ୍ଷା ଦେବାକୁ ବାଟୁଳିଖାଡ଼ା ମାରୁଛନ୍ତି ସିଆଇଏସ୍ଏଫ୍ ଯବାନ
253 Viewsଆଗ୍ରା: ତାଜମହଲ ଠାରେ ମାଙ୍କଡ଼ମାନଙ୍କ ଦାଉରୁ ପର୍ଯ୍ୟଟକମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ସେଣ୍ଟ୍ରାଲ୍ ଇଣ୍ଡଷ୍ଟ୍ରି୍ରଆଲ୍ ସିକ୍ୟୁରିଟି ଫୋର୍ସ (ସିଆଇଏସ୍ଏଫ୍) ଯବାନମାନେ ବାଟୁଳିଖାଡ଼ା ରଖୁଛନ୍ତି।…
