ବୈଜୟନ୍ତଙ୍କ ସତ୍ୟପାଠକୁ ନେଇ ବିଜେଡିର ସାମ୍ବାଦିକ ସମ୍ମିଳନୀ : ‘କେନ୍ଦ୍ରାପଡ଼ାବାସୀଙ୍କୁ ଠକିଛନ୍ତି ବିଜେପି ସାଂସଦ ପ୍ରାର୍ଥୀ’
464 Viewsଭୁବନେଶ୍ବର: ପୁଣି ବିଜେଡି ଟାର୍ଗେଟରେ କେନ୍ଦ୍ରାପଡ଼ା ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ବୈଜୟନ୍ତଙ୍କ ସତ୍ୟପାଠକୁ ନେଇ ସାମ୍ବାଦିକ ସମ୍ମିଳନୀରେ ଖୁଲାସା…
