Tue. Jul 28th, 2026

AMF TV

ଆଇଟିଡିଏର ସହକାରୀ ଯନ୍ତ୍ରୀ ଦୁର୍ଗାମାଧବ ମିଶ୍ରଙ୍କ ବାରିପଦାର ଭଡ଼ାଘର ସମେତ ୫ଟି ଜାଗାରେ ଏକକାଳୀନ ଚଢ଼ାଉ

342 Viewsବାରିପଦା : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଇଟିଡିଏର ସହକାରୀ ଯନ୍ତ୍ରୀ ଦୁର୍ଗାମାଧବ ମିଶ୍ରଙ୍କ ବାରିପଦାର ମୁର୍ଗାବାଡ଼ି ବାସଭବନ ସମେତ ପାଞ୍ଚଟି…

ଜଙ୍ଗଲ ପାଖରୁ ଯୁବକଙ୍କ କ୍ଷତାକ୍ତ ଶବ ଉଦ୍ଧାର; ତଣ୍ଟିକାଟି ପଥରରେ ଛେଚି ହତ୍ୟା କରାଯାଇଥିବା ଅନୁମାନ

170 Viewsବଣାଇଁ: ଗୁରୁବାର ସକାଳେ ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଥାନା ଅନ୍ତର୍ଗତ କେନ୍ଦ୍ରିକଳା ଗ୍ରାମ ନିକଟରେ ଥିବା ଜଙ୍ଗଲ ପାଖରୁ ଜଣେ ଯୁବକଙ୍କର କ୍ଷତାକ୍ତ…

ଆସାମରେ ଫସିଛନ୍ତି ଓଡ଼ିଆ ଏନ୍‌ସିସି କ୍ୟାଡେଟ୍‌ : ଆର୍ମି କ୍ୟାମ୍ପ୍‌ରେ ରହିଥିବା ସୂଚନା

185 Viewsଭୁବନେଶ୍ବର : ଆସାମରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ସେଠାରେ ଲାଗି ରହିଥିବା ଆନ୍ଦୋଳନ ଓ କର୍ଫ୍ୟୁ ଯୋଗୁଁ ୬୫ ଓଡ଼ିଆ…

NRCକୁ ନା’ କହିଲେ ମୁଖ୍ୟମନ୍ତ୍ରୀ

203 Viewsଭୁବନେଶ୍ୱର : ନାଗରିକତା ସଂଶୋଧନ ଆଇନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି,“ ଭାରତୀୟ ନାଗରିକଙ୍କ…

ଚିଟ୍‌ଫଣ୍ଡ ତଦନ୍ତ: କେବଳ କ୍ଷୁଦ୍ର ଜମାକାରୀ ଚିହ୍ନଟ ହେବେ

212 Viewsଭୁବନେଶ୍ୱର : ଚିଟ୍‌ଫଣ୍ଡ ତଦନ୍ତର ଟର୍ମସ୍ ଅଫ୍ ରେଫରେନ୍ସରେ ସଂଶୋଧନ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଚିଟ୍‌ଫଣ୍ଡ…

ପାକିସ୍ତାନୀ ସେନାର ଜଘନ୍ୟ କାଣ୍ଡ : ଭାରତୀୟ ଯବାନଙ୍କୁ ହତ୍ୟା କରି ମୃତଦେହକୁ ଖଣ୍ଡବିଖଣ୍ଡ କଲେ, ଚରମ ପ୍ରତିଶୋଧ ନେଲା ଭାରତୀୟ ସେନା, ପ୍ରତିଆକ୍ରମଣରେ ୨ ପାକ କମାଣ୍ଡୋ ମୃତ

233 Viewsନୂଆଦିଲ୍ଲୀ: ଦେଶରେ ନାଗରିକତା ଆଇନକୁ ନେଇ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଚାଲିଥିବାବେଳେ ପାକିସ୍ତାନୀ ସେନାର ଏକ ଅମାନୁଷିକ କାଣ୍ଡ ସାମନାକୁ ଆସିଛି ।…

ସ୍ୱାମୀଙ୍କୁ ହତ୍ୟା କରି ଥାନାରେ ଆତ୍ମସମର୍ପଣ କଲେ ସ୍ତ୍ରୀ

258 Viewsବାରିପଦା : ସ୍ୱାମୀଙ୍କୁ ହତ୍ୟା କରି ଜଣେ ମହିଳା ବୁଧବାର ପୂର୍ବାହ୍ନରେ ବାରିପଦା ସଦର ଥାନାରେ ଆତ୍ମସମର୍ପଣ କରିଛନ୍ତି। ହତ୍ୟାକାରିଣୀ ପତ୍ନୀ ହେଉଛନ୍ତି…

ବର୍ଷୀୟାନ୍‌ ଅଭିନେତା ଶ୍ରୀରାମ ଲାଗୁଙ୍କ ପରଲୋକ

214 Viewsନୂଆଦିଲ୍ଲୀ: ବର୍ଷୀୟାନ୍‌ ଚଳଚ୍ଚିତ୍ର, ଟେଲିଭିଜନ ଓ ମଞ୍ଚ ଅଭିନେତା ଶ୍ରୀରାମ ଲାଗୁଙ୍କର ମଙ୍ଗଳବାର ପୁନେଠାରେ ପରାଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨…

ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧୀଙ୍କ ପ୍ରଶ୍ନର ଜବାବ ଦେଲେ ଅମିତ ଶାହ

199 Viewsନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ଏବେ ସବୁଠି ଚର୍ଚ୍ଚା। ବିରୋଧୀ ଆଇନକୁ ଫେରାଇ ନେବା ପାଇଁ ଅପିଲ କରୁଥିବା ବେଳେ କେନ୍ଦ୍ର…

ଗୌହାଟୀରେ ଫସିଛନ୍ତି ୬୫ NCC କ୍ୟାଡେଟ

277 Viewsବ୍ରହ୍ମପୁର : ଆସାମର ଗୌହାଟୀରେ ବ୍ରହ୍ମପୁରସ୍ଥିତ ଦ୍ୱିତୀୟ ଓଡ଼ିଶା ବାଟାଲିଅନର ୬୫ଜଣ ଏନ୍‌ସିସି କ୍ୟାଡେଟ ଫସି ରହିଛନ୍ତି। ସେମାନେ ଡିସେମ୍ୱର ୧୧ରୁ ୧୪…