Sun. Aug 30th, 2026

Beyond Facts

ବଡ଼ମୂଳରୁ ଟିକରପଡ଼ା ପର୍ଯ୍ୟନ୍ତ ହେବ ବୋଟିଂ, ସାତକୋଶିଆ ଗଣ୍ଡରେ ମିଳିବ ବୋଟିଂ ସୁବିଧା

278 Viewsଶିମିଳିପାଳରେ ଗୁଡ଼ଗୁଡ଼ିଆରୁ ଦେବସ୍ଥଳୀ ପର୍ଯ୍ୟନ୍ତ ହେବ ଜଙ୍ଗଲ ସଫାରି ଭୁବନେଶ୍ବର: ମହାନଦୀର ସାତକୋଶିଆ ଗଣ୍ଡରେ ଏଣିକି ପର୍ଯ୍ୟଟକମାନେ ଅଧିକ ସମୟ ବୋଟିଂ କରିପାରିବେ।…

ଜୁଆ ଆଡ୍ଡା ଉପରେ ଚଢ଼ାଉ, ୧୧ ଗିରଫ, ୪ଟି କାର୍ ଓ ୨୨ଟି ବାଇକ୍ ଜବତ

233 Viewsବିନିକା: ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଥାନା ଅଞ୍ଚଳରେ ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇ ୧୧ଜଣ ଯୁବକଙ୍କୁ ଗିରଫ କରାଯାଇଛି। ମିଳିଥିବା ସୂଚନା…

୧୮ରେ ନାଗରିକତା ସଂଶୋଧନ ଆଇନର ଶୁଣାଣି

287 Viewsନୂଆଦିଲ୍ଲୀ: ବୁଧବାର ସୁପ୍ରିମକୋର୍ଟ ନାଗରିକତା ସଂଶୋଧନ ଆଇନକୁ ନେଇ ଦାୟର ହୋଇଥିବା ମାମଲାର ଶୁଣାଣି କରିବେ। ଏ ନେଇ ସୁପ୍ରିମକୋର୍ଟ ଆଜି ସୂଚନା…

ହିଂସା ନରୋକିଲେ ଶୁଣାଣି ହେବନି: ସୁପ୍ରିିମକୋର୍ଟ

274 Viewsନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ଉତ୍ତର ପୂର୍ବ, ପଶ୍ଚିମବଙ୍ଗ, ଦିଲ୍ଲୀ, ପରେ ଏବେ ଉତ୍ତର ପ୍ରଦେଶରେ ହିଂସା ଦେଖିବାକୁ ମିଳିଛି। ଦିଲ୍ଲୀ…

ଭାରତରେ ବେଆଇନ ଭାବରେ ରହୁଥିବା ବାଂଲାଦେଶୀଙ୍କୁ ଫେରାଇ ନେବ ବାଂଲାଦେଶ

240 Viewsଢାକା: ଭାରତରେ ରହୁଥିବା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ସ୍ୱଦେଶ ଫେରାଇ ନେବା ପାଇଁ ଇଚ୍ଛା ପ୍ରକାଶ କରିଛି ବାଂଲାଦେଶ ସରକାର। ଏଥିପାଇଁ ବାଂଲାଦେଶ ସରକାର…

ନାଗରିକତା ଆଇନ ପ୍ରତିବାଦ ବିପକ୍ଷରେ ପୁଲିସର କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗ; ହିଂସା ବନ୍ଦ ହେଲେ ଆବେଦନ ଗ୍ରହଣ କରିବେ ସୁପ୍ରିମ୍‌ କୋର୍ଟ

427 Viewsନୂଆଦିଲ୍ଲୀ: ଦଙ୍ଗା ବନ୍ଦ ହେବା ପରେ ହିଁ ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ୱବିଦ୍ୟାଳୟରେ ଘଟିଥିବା ହିଂସା ଘଟଣାର ଆବେଦନର ଶୁଣାଣି କରିବେ ବୋଲି…

କଟକ ବୃଦ୍ଧ ଦମ୍ପତିଙ୍କ ହତ୍ୟାକାଣ୍ଡ ଘଟଣାରେ ଆସିଲା ନୂଆ ତଥ୍ୟ: ବିଷ ଦେଇ ମାରିଥା’ନ୍ତେ !

308 Viewsକଟକ: କଟକ ବୃଦ୍ଧ ଦମ୍ପତିଙ୍କ ହତ୍ୟାକାଣ୍ଡ ଘଟଣାରୁ ଆହୁରି ଚାଞ୍ଚଲ୍ୟକର ତଥ୍ୟ ମିଳିଛି। ହତ୍ୟାକାରୀମାନେ ପ୍ରଥମେ ଶ୍ରୀନାଥ ସାମଲଙ୍କୁ ଜବରଦସ୍ତ କୀଟନାଶକ ପିଆଇ…

ନାଗରିକତା ଆଇନ ବିରୋଧରେ ଆଜି କୋଲ୍‌କାତାରେ ରାଲି କରିବେ ମମତା ବାନାର୍ଜୀ

260 Viewsକୋଲ୍‌କାତା: ସଂଶୋଧିତ ନାଗରିକତା ଆଇନ ବିରୋଧରେ ପ୍ରତିବାଦ ଜଣାଇବାକୁ ଆଜି ଅପରାହ୍ଣରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ରାଲି କରିବାକୁ ଘୋଷଣା…