Mon. Aug 31st, 2026

amfnews

ବିହାରୀ ଲୋକଙ୍କୁ ଡର ଲାଗୁଛି: ଲାଲୁଙ୍କ ପୁଅ ତେଜ୍‌ ପ୍ରତାପ

364 Viewsପାଟନା, ଜାନୁୟାରୀ ୦୩ : ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ନେତା ତେଜ୍‌ ପ୍ରତାପ ରାଜନୀତିରେ ଅଧିକ ସକ୍ରିୟ ହୋଇଛନ୍ତି। ସେ କ୍ରମାଗତ…

ନିର୍ବାଚନ ଇସ୍ତାହାର ପାଇଁ ରାଜ୍ୟବାସୀଙ୍କ ମତ ଲୋଡ଼ିଲା କ˚ଗ୍ରେସ

262 Viewsଭୁବନେଶ୍ବର : ଓଡ଼ିଶା କ˚ଗ୍ରେସ ଇସ୍ତାହାର କମିଟି ପକ୍ଷରୁ ନିର୍ବାଚନ ଇସ୍ତାହାର ପ୍ରସ୍ତୁତି ନିମନ୍ତେ ରାଜ୍ୟବାସୀଙ୍କ ପରାମର୍ଶ ଲୋଡ଼ାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।…

ସିଡନୀ ଟେଷ୍ଟରେ ମୟଙ୍କଙ୍କ ପରେ ଚେତେଶ୍ୱର ପୂଜାରାଙ୍କ ଅର୍ଦ୍ଧଶତକ, ଭାରତ-୧୮୬/୩

276 Viewsସିଡନୀ, ଜାନୁୟାରୀ ୦୩ : ସିଡନୀ କ୍ରିକେଟ୍‌ ଗ୍ରାଉଣ୍ଡରେ ଆଜିଠାରୁ ଚାଲିଥିବା ଭାରତ- ଅଷ୍ଟ୍ରେଲିଆ ଚତୁର୍ଥ ଓ ଅନ୍ତିମ ଟେଷ୍ଟ ମୟଙ୍କ ଅଗ୍ରଓ୍ଵାଲଙ୍କ…

କେନ୍ଦ୍ରାପଡ଼ା ଡଙ୍ଗାବୁଡ଼ି ଘଟଣା: ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି, ୪ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

298 Viewsକେନ୍ଦ୍ରାପଡ଼ା, ଜାନୁୟାରୀ ୦୩ : ମହାନଦୀରେ ଯାତ୍ରୀବାହୀ ଡଙ୍ଗା ଓଲଟି ପଡ଼ିବା ଦୁଃଖଦ ଘଟଣାରେ ମୃତ୍ୟୁ ସଂଖ୍ୟା ୯ରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା…

ପରିଖି ଫାଣ୍ଡି ନିକଟରୁ ସିରିିଜ୍ ଚୋରି ଉଦ୍ୟମ, ବ୍ୟ‌ାଙ୍କ୍‌ ଓ ଦୋକାନର ତାଲା ଭାଙ୍ଗିଲେ ଦୁର୍ବୃତ୍ତ

324 Viewsବାଲେଶ୍ୱର, ଜାନୁୟାରୀ ୦୩ : ମଙ୍ଗଳବାର ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ସଦର ଥାନା ଅଧୀନ ପରିଖି ଫାଣ୍ଡି ନିକଟରୁ ସିରିଜ୍ ଚୋରି…

ବୁଲନ୍ଦଶର ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ଯୋଗେଶ ରାଜ ଗିରଫ

225 Viewsନୂଆଦିଲ୍ଲୀ, ଜାନୁୟାରୀ ୦୩ : ବୁଲନ୍ଦଶର ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଯୋଗେଶ ରାଜଙ୍କୁ ଗୁରୁବାର ଦିନ ପୁଲିସ ଗିରଫ କରିଛି। ଗତମାସରେ ଘଟିଥିବା…

କାର୍ଯ୍ୟରତ କନେଷ୍ଟବଳଙ୍କୁ ହତ୍ୟା ଅଭିଯୋଗ : ଅଭିଯୁକ୍ତକୁ ଗିରଫ ଦାବିରେ ପରିବାର ଲୋକ ତାତିଲେ

235 Viewsରାଇରଙ୍ଗପୁର/ତିରି˚, ଜାନୁୟାରୀ ୦୩ : ଗତବର୍ଷ ଡିସେମ୍ବର ୨୮ ତାରିଖରେ ମୟୂରଭ˚ଜ ଜିଲ୍ଲା ତିରି˚ ଥାନାରେ କାର୍ଯ୍ୟରତ କନେଷ୍ଟବଳ ସୁରେଶ ଚନ୍ଦ୍ର ମହାନ୍ତଙ୍କ…

ମାଡ଼ିଗଲା ଡମ୍ପର: ମାଆ ମୃତ, ଅଳ୍ପକେ ବର୍ତିଲା ଝିଅ

279 Viewsବାହାନଗା/ଅ˚ଜି/ଗୋପାଳପୁର, ଜାନୁୟାରୀ ୦୩ : ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଥାନା ଅଧୀନ ଜାଗେଶ୍ବରପଦା-ଆରୁହାବାଡ଼ ଆର‌୍‌ଡି ରାସ୍ତାର ଆପିତିରା ନିକଟରେ ଆଜି ଏକ ମର୍ମନ୍ତୁଦ…