Wed. Nov 4th, 2026

Featured

୫୬ କୋଟି ଟଙ୍କା ଆପାର୍ଟମେଣ୍ଟରେ ରହୁଛି ନୀରବ ମୋଦୀ, ଜ୍ୟାକେଟ୍‌ ମୂଲ୍ୟ ୧୦ ଲକ୍ଷ

278 Viewsଲଣ୍ଡନ, ମାର୍ଚ୍ଚ ୧୦: ଭାରତରୁ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀ ଲଣ୍ଡନର ଏକ ବିଳାସମୟ ଆପାର୍ଟମେଣ୍ଟରେ ବସବାସ କରୁଛି। ଏହି ଆପାର୍ଟମେଣ୍ଟର…

ଗୁଜୁରାଟର ଏହି ଦୁଇ ନେତାଙ୍କ ଗୋଷ୍ଠୀ ମଧ୍ୟରେ ଟଣାଓଟରାକୁ ନେଇ କଂଗ୍ରେସର ଅଧ୍ୟକ୍ଷ ରାହୁଲ ଗାନ୍ଧୀ କ୍ଷୁବ୍ଧ!

443 Viewsନୂଆଦିଲ୍ଲୀ: ଗୁଜୁରାଟରେ ଦଳର ନିର୍ବାଚନ ପ୍ରଚାର ଠିକଭାବେ ହୋଇପାରିନଥିବା ହେତୁ କଂଗ୍ରେସର ଅଧ୍ୟକ୍ଷ ରାହୁଲ ଗାନ୍ଧୀ କ୍ଷୁବ୍ଧ ହୋଇଥିବା ଚର୍ଚ୍ଚା ହେଉଛି। ଭାରତୀୟ…

ଆଜି ଘୋଷଣା ହେବ ଲୋକସଭା ନିର୍ବାଚନ ତାରିଖ; ସନ୍ଧ୍ୟା ୫ଟାରେ ସାମ୍ବାଦିକ ସମ୍ମିଳନୀ ଡାକିବେ ନିର୍ବାଚନ କମିସନ୍‌

399 Views ନୂଆଦିଲ୍ଲୀ 10 March,2019: ୨୦୧୯ ଲୋକସଭା ନିର୍ବାଚନ ପାଇଁ ରବିବାର ଦିନ ଭାରତୀର ନିର୍ବାଚନ କମିସନ୍‌ ସମୟ ନିର୍ଘଣ୍ଟ ଘୋଷଣା କରିବେ।…

ମେକ୍‌ସିକୋ ନାଇଟ୍‌କ୍ଲବ୍‌ରେ ଗୁଳିକାଣ୍ଡ; ଅନ୍ୟୂନ ୧୫ ନିହତ

425 Views ମେକ୍‌ସିକୋ ସିଟି 10 March, 2019: ମେକ୍‌ସିକୋର ଦଙ୍ଗା ପ୍ରପୀଡ଼ିତ ଗୁଆନାଜୁଆଟୋ ରାଜ୍ୟରେ ଶନିବାର ପ୍ରତ୍ୟୁଷରେ ଗୋଟିଏ ନାଇଟ୍‌କ୍ଲବ୍‌ରେ ଗୁଳିକାଣ୍ଡ ଘଟି…

ବେଙ୍ଗଲୁରୁ: କର୍ଣ୍ଣାଟକର ରାଜ୍ୟପାଳ ବିରାଡ଼ିମାନଙ୍କ ଉତ୍ପାତକୁ ନେଇ ବ୍ୟତିବ୍ୟସ୍ତ ହୋଇ ଉଠିଛନ୍ତି। ଏପରିକି ରାଜଭବନରେ କାର୍ଯ୍ୟରତ କର୍ମଚାରୀମାନେ ବି ବ୍ୟତିବ୍ୟସ୍ତ ହୋଇଉଠିଛନ୍ତି। କୁହାଯାଉଛି ଯେ ଏବେ କର୍ଣ୍ଣାଟକ ରାଜଭବନରେ ପ୍ରାୟ ୩୦ଟି ବିରାଡ଼ି ଅଛନ୍ତି। ଏମାନଙ୍କୁ ରାଜଭବନରୁ ବିଦା କରିବା ଲାଗି କର୍ମଚାରୀମାନେ ଯେତେ ଚେଷ୍ଟା କଲେ ବି ବିଫଳ ହେବା ପରେ ଅବଶେଷରେ ବେଙ୍ଗଲୁରୁ ନଗର ନିଗମର ସହାୟତା ଲୋଡିଲେ କର୍ଣ୍ଣାଟକର ରାଜ୍ୟପାଳ । ଏହାପରେ ବେଙ୍ଗଲୁରୁ ନଗର ନିଗମ ଏକ ବେସରକାରୀ ସଂସ୍ଥାକୁ ବିରାଡିମାନଙ୍କୁ ଧରିବାର ଠିକା ଦେଇଥିବା ଜଣାଯାଇଛି। ଏଥିପାଇଁ ୧ ଲକ୍ଷ ଟଙ୍କାକୁ ସଂସ୍ଥାକୁ ଦିଆଯିବ। ମହାନଗର ପାଳିକାର କମିସନର୍‌ ଏ ମଂଜୁନାଥ ପ୍ରସାଦ କହିଛନ୍ତି ଯେ ଯଦି ବିରାଡିମାନଙ୍କୁ ଧରିବା ଲାଗି ଅଧିକ ଟଙ୍କା ଲାଗିବ,ତେବେ ଟେଣ୍ଡର ବାତିଲ କରାଯାଇ ନୂଆ ଠିକା ବ୍ୟବସ୍ଥା କରାଯିବ।ମିଳିଥିବା ସୂଚନା ଅନୁଯାୟୀ ଏହି କାମଲାଗି ସଂସ୍ଥା ପ୍ରାୟ ଏକ ମାସ ସମୟ ନେବ। କେବେ ବିରାଡ଼ିମାନଙ୍କୁ ଧରାଯାଉଛି ଏବଂ କର୍ଣ୍ଣାଟକର ରାଜ୍ୟପାଳଙ୍କ ମୁଣ୍ଡବଥା କମୁଛି , ତାହା ଦେଖିବାକୁ ବାକି ରହିଲା।

444 Viewsଯଦି କେହି କାଲି ଆପଣଙ୍କୁ ଓଜନ କମ୍‌ କରିବାକୁ କହେ,ତେବେ ଆପଣଙ୍କୁ ଦୌଡିବାକୁ ,ଜଗିଂ କରିବାକୁ,ବ୍ୟାୟାମ କରିବାକୁ ବା ଡାଏଟିଂ କରିବାକୁ ପରାମର୍ଶ…