Thu. Sep 24th, 2026

News

ଆନ୍ଧ୍ର-ଓଡ଼ିଶା ବନକର୍ମଚାରୀ ମୁହାଁମୁହିଁ: ରକେଟ୍ ମାଡ଼ରେ ମାଈହାତୀ ଗୁରୁତର

345 Viewsରାୟଗଡା, ଜାନୁଆରୀ ୧୧ : ଆନ୍ଧ୍ରରୁ ଆସି ଓଡ଼ିଶା ସୀମାନ୍ତରେ ଉତ୍ପାତ କରୁଥିବା ହାତୀପଲକୁ ନେଇ ଆଜି ଆନ୍ଧ୍ର-ଓଡ଼ିଶା ବନ କର୍ମଚାରୀ ମୁହାଁମୁହିଁ…

ଶିଶୁକନ୍ୟାକୁ ଦୁଷ୍କର୍ମ, ଅବସ୍ଥା ସଙ୍କଟାପନ୍ନ, କଟକ ସ୍ଥାନାନ୍ତର

247 Viewsଗୁଆଲି(କେନ୍ଦୁଝର) , ଜାନୁଆରୀ ୧୧ : ଜଣେ ୭ ବର୍ଷର ଶିଶୁକନ୍ୟା ପ୍ରତି ହୋଇଛି ପାଶବିକ ଅତ୍ୟାଚାର। ଘର ପାଖରେ ଖେଳୁଥିବା ଶିଶୁକନ୍ୟାକୁ…

ମହାନଦୀ ମହାବିବାଦ: ରହସ୍ୟ ଖୋଲିଲା ଓଡ଼ିଶା

462 Viewsନୂଆଦିଲ୍ଲୀ, ଜାନୁଆରୀ ୧୧ : ୨୦୦୫-୦୬ରୁ ହୀରାକୁଦରେ ଜଳପ୍ରବାହ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି। ୨୦୦୫-୦୬ରୁ ୨୦୧୫-୧୬ ପର୍ଯ୍ୟନ୍ତ ଧାର୍ଯ୍ୟ ୨ନିୟୁତ…

ଏକାଠି ବସିବେନି ମୋଦୀ-ନବୀନ, ୧୫ରେ ପ୍ରଧାନମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ

322 Viewsଭୁବନେଶ୍ବର, ଜାନୁଆରୀ ୧୧ : ଭୁବନେଶ୍ବରରେ ଆଇଆଇଟି କ୍ୟାମ୍ପସ୍‌ରେ େଗାଟିଏ ମଞ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବିଡ଼ତାର…

ସ୍ବାସ୍ଥ୍ୟ ସଚିବଙ୍କୁ ଭେଟିଲେ ନ୍ୟୁୟର୍କର ପ୍ରଫେସର

245 Viewsଭୁବନେଶ୍ବର, ଜାନୁଆରୀ ୧୧ : ନ୍ୟୁୟର୍କ ବିଶ୍ବବିଦ୍ୟାଳୟର ପ୍ରଫେସର ଜେନ୍ କାର୍ଲଟନ୍ ଆଜି ସ୍ବାସ୍ଥ୍ୟ ସଚିବ ଡା.ପ୍ରମୋଦ କୁମାର ମେହେର୍ଦାଙ୍କୁ ସଚିବାଳୟରେ ଭେଟି…

ଓଏସ୍ଏସ୍‌ଟିଇଟି ପ୍ରଶ୍ନରେ ତ୍ରୁଟି: ବୋର୍ଡକୁ ଅଭିଯୋଗ ପରେ ବି ଫଳ ଶୂନ

253 Viewsକଟକ, ଜାନୁଆରୀ ୧୧ : ଓଡ଼ିଶା ସେକେଣ୍ଡାରି ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା‌ର ପ୍ରଶ୍ନ ଓ ସମ୍ଭାବ୍ୟ ଉତ୍ତର ଭୁଲ ଥିବା ବେଳେ…

ଶ୍ରୀମନ୍ଦିର ଭିତରକାଠରେ ରକ୍ତଛିଟା, ମହାପ୍ରଭୁଙ୍କ ମହାସ୍ନାନ

184 Viewsପୁରୀ, ଜାନୁଆରୀ ୧୧ :‌ ଶ୍ରୀମନ୍ଦିର ଭିତରକାଠରେ ଆଜି ରକ୍ତଛିଟା ଯୋଗୁ ମହାପ୍ରଭୁଙ୍କ ମହାସ୍ନାନ ହୋଇଛି। ଏଥିପାଇଁ ଆଜି ପ୍ରାୟ ଅଧଘଣ୍ଟା ମହାପ୍ରଭୁଙ୍କ…

ମୋ ସରକାର ଯେଉଁ ପ୍ରତିଶ୍ରୁତି ଦିଏ, ତାହା ପୂରଣ କରେ: ନବୀନ

254 Viewsଭୁବନେଶ୍ୱର, ଜାନୁଆରୀ ୧୧ : ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ‘ମାଇଣ୍ଡ ରକ୍‌ସ’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ମାଲକାନଗିରିର ବିଭିନ୍ନ ସ୍ଥାନରେ ରାସ୍ତାରୋକ, ମଣ୍ଡିରେ ସମସ୍ୟା ସୁଧୁରିନି

321 Viewsମାଲକାନଗିରି, ଜାନୁଆରୀ ୧୧ : ମାଲକାନଗିରି ଜିଲ୍ଲାରେ ମଣ୍ଡି ପରିଚାଳନାରେ ବ୍ୟାପକ ଅବ୍ୟବସ୍ଥା ଦିନକୁ ଦିନ ଉଗ୍ରରୂପ ନେବାକୁ ଲାଗିଲାଣି। ମଣ୍ଡି ଖୋଲିବା…

ହୀରାକୁଦ ସୁରକ୍ଷା ପାଇଁ ଆଉ ୧୫ ଗେଟ୍, ବ୍ୟୟ ହେବ ୫୦୦ କୋଟି, ୩୬ ମାସରେ ସରିବ କାମ

241 Viewsଭୁବନେଶ୍ବର, ଜାନୁଆରୀ ୧୧ : ହାରୀକୁଦ ପ୍ରତି ମାଡ଼ି ଆସୁଥିବା ବିପଦକୁ ଲକ୍ଷ୍ୟ ରଖି ରାଜ୍ୟ ସରକାର ଏବେ ଠାରୁ ତାର ମୁକାବିଲା…