Thu. Sep 3rd, 2026

News

ସମସ୍ତ ଚାଷୀଙ୍କୁ କାଳିଆ ଯୋଜନାରେ ସାମିଲ୍‌ କର: ମୁଖ୍ୟମନ୍ତ୍ରୀ

272 Viewsଭୁବନେଶ୍ବର, ଜାନୁଆରୀ ୨୨ : କାଳିଆ ଯୋଜନାରେ ସମସ୍ତ ଚାଷୀଙ୍କୁ ସାମିଲ୍ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏଥିପାଇଁ କାଳିଆ…

ସ୍ତ୍ରୀର ନିଷ୍ଠୁର ପ୍ରତିଶୋଧ : ସ୍ବାମୀ ‌ଯୌନାଙ୍ଗ କାଟିଦେଲା

268 Viewsତେନ୍ତୁଳିଖୁଣ୍ଟି/ନବରଙ୍ଗପୁର , ଜାନୁଆରୀ ୨୨ : ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଉଦେଇପୁର ଗାଁରେ ଅଭାବନୀୟ ଘଟଣା ଘଟିଛି। ଅନ୍ୟ…

ମହାବଳ ହତ୍ୟା ଘଟଣା : ପୁଣି କ୍ରାଇମବ୍ରାଞ୍ଚ୍‌ ଖୋଳତାଡ଼ ଆରମ୍ଭ

292 Viewsବରଗଡ଼ , ଜାନୁଆରୀ ୨୨ : ଗତ ନଭେମ୍ବର ମାସରେ ବରଗଡ଼ ରେଂଜ ଅନ୍ତର୍ଗତ ଖଜୁରିଆ-ଦାମୋଦରପଡ଼ା ମଧ୍ୟସ୍ଥ ଜଂଗଲର ଡେବ୍ରିଗଡ଼ ଅଭୟାରଣ୍ୟରେ ଥିବା…

ପ୍ରକାଶ ପାଇଲା ଚୂଡାନ୍ତ ଭୋଟର ତାଲିକା : ୩ କୋଟି ୧୮ ଲକ୍ଷ ୭୮୭ଜଣ ଭୋଟର

275 Viewsଭୁବନେଶ୍ବର, ଜାନୁଆରୀ ୨୨ : ସାଧାରଣ ନିର୍ବାଚନ ପୂର୍ବରୁ ଆଜି ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ…

ରଣକ୍ଷେତ୍ର ପାଲଟିଲା ଲୋୟର୍ ପିଏମ୍‌ଜି

328 Viewsଭୁବନେଶ୍ବର, ଜାନୁଆରୀ ୨୨ : ପିପିଲି ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ବିଜେପି ମହିଳା ମୋର୍ଚ୍ଚାର ଆ‌େନ୍ଦାଳନ ଆଜି ଅଭାବନୀୟ ସ୍ଥିତି ସୃଷ୍ଟି…

ଆଇଏସଆଇଏସ ଆଦର୍ଶରେ ଅନୁପ୍ରାଣିତ କରୁଥିବା ଦେଶର ସମସ୍ତ ମଦ୍ରାସା ବନ୍ଦ କରାଯାଉ: ଓ୍ଵକ୍ଫ ବୋଲର୍ଡ ଅଧ୍ୟକ୍ଷ

271 Viewsଲକ୍ଷ୍ନୌ, ଜାନୁଆରୀ ୨୨ : ମଦ୍ରାସାଗୁଡ଼ିକ ଆଇଏସଆଇଏସ ବିଚାରାଧାରର ପ୍ରଚାର କରୁଛନ୍ତି। ତେଣୁ ସମଗ୍ର ଦେଶରେ ଥିବା ସମସ୍ତ ମଦ୍ରାସାଗୁଡ଼ିକୁ ବନ୍ଦ କରାଯାଉ।…

ଇ-ଟେଣ୍ଡର ପାଇଁ ଓଡ଼ିଶାକୁ ପୁରସ୍କାର

271 Viewsଭୁବନେଶ୍ବର, ଜାନୁଆରୀ ୨୨ : ଇ-ଟେଣ୍ଡର ପ୍ରକ୍ରିୟା କାର୍ଯ୍ୟକାରୀ େକ୍ଷତ୍ରରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଓଡିଶାକୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବେ…

୨୯ରେ ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ’ ଚର୍ଚ୍ଚା ୨.୦’

306 Viewsଭୁବନେଶ୍ବର, ଜାନୁଆରୀ ୨୨ : ଆଗକୁ ପରୀକ୍ଷା। ଫେବ୍ରୁଆରି ଓ ମାର୍ଚ୍ଚ ମାସରେ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ତାରି ଏଜୁକେସନ(ସିବିଏସ୍‌ଇ), କାଉନସିଲ୍‌ ଫର୍‌…

ପରକୀୟ ପ୍ରୀତି ପାଇଁ ସ୍ୱାମୀଙ୍କୁ ସୁପାରି ଦେଇ ହତ୍ୟା କଲେ ସ୍ତ୍ରୀ

236 Viewsଗୁରୁଗ୍ରାମ, ଜାନୁଆରୀ ୨୨: ଜଣେ ୨୪ ବର୍ଷୀୟା ମହିଳା ଗତ ଗୁରୁବାର ଦିନ ଥାନାରେ ନିଜର ସ୍ୱାମୀ ନିରୁଦ୍ଦିଷ୍ଟ ହୋଇଥିବା ନେଇ ଏତଲା…

ସପ୍ତମ ଛାତ୍ରୀଙ୍କୁ ଶିକ୍ଷକଙ୍କ ଯୌନ ନିର୍ଯାତନା ଅଭିଯୋଗ : ଡିସେମ୍ବର ୨୪ରେ ସ୍କୁଲ କମିଟି ଦେଇଥିଲା ରିପୋର୍ଟ

255 Viewsସୁନ୍ଦରଗଡ଼, ଜାନୁଆରୀ ୨୨ : କନ୍ଧମାଳର ଦାରିଙ୍ଗିବାଡ଼ି ଘଟଣା ପରେ ପରେ କଳାହାଣ୍ଡିର ନର୍ଲା ନବୋଦୟ, ଯାଜପୁର ଓ ଢେଙ୍କାନାଳରେ ନାବାଳିକା ଛାତ୍ରଙ୍କ…