Sun. Nov 8th, 2026

News

ମୁମ୍ବାଇ: ଭାରତୀୟ ବାୟୁସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ବାହାଦୁରୀର କାହାଣୀ ଇତିହାସରେ ଲିପିବଦ୍ଧ ହୋଇସାରିଛି। ଯେଉଁଭଳି ଅଭିନନ୍ଦନ ପାକିସ୍ତାନର କବଜାରେ ଆସିବା ପରେ ବି ସାହସିକତାର ପରିଚୟ ଦେଲେ, ତାଙ୍କର ସାହସିକତାର ପ୍ରଶଂସା ସାରା ଦୁନିଆରେ ହୋଇଛି। ସରକାର ପାକିସ୍ତାନ ଉପରେ ଚାପ ସୃଷ୍ଟି କରି କମାଣ୍ଡର ଅଭିନନ୍ଦନଙ୍କୁ ଭାରତ ପଠାଇବାକୁ ବାଧ୍ୟ କରିଦେଲା। ସେଇଠି ସାରା ଦେଶ ଓ ବଲିଉଡରେ ଭବ୍ୟ ଉପାୟରେ ଅଭିନନ୍ଦନର ସାହସିକତାକୁ ସଲାମ କରିଛନ୍ତି। ଅଭିନନ୍ଦନଙ୍କ ସାହସିକତା ଓ ବୀରତାକୁ ପ୍ରଶଂସା କରିବାରେ ବଲିଉଡ୍‌ ମଧ୍ୟ ଆଗରେ ଥିଲା। ଅମିତାଭ ବଚ୍ଚନଙ୍କ ଠାରୁ ଆରମ୍ଭ କରି ଶାହରୁଖ ଖାନ୍‌, ସଲମାନ ଖାନ୍‌, ଅକ୍ଷୟ କୁମାର, ଅଜୟ ଦେବଗନ୍‌, ଅନୁପମ୍‌ ଖେର ସମେତ ବଲିଉଡର ଷ୍ଟାର ମାନେ ସୋସିଆଲ ମିଡିଆରେ ଭାରତର ଏହି ବୀରଙ୍କ ପ୍ରଶଂସା କରୁଛନ୍ତି। ଅଭିନନ୍ଦନଙ୍କ କାହାଣୀ ନା କେବଳ ହିରୋଇକ୍‌ ଥିଲା ବରଂ ଏଥିରେ ଦେଶର ଲୋକଙ୍କ ଭାବନା ଯଡିତ। ସେଥିପାଇଁ ବଲିଉଡର ଫିଲ୍ମ ର୍ନିମାତାଙ୍କର ଏହାକୁ ଫିଲ୍ମର ରୂପ ଦେବା ପାଇଁ ଧାଡ଼ି ଲାଗିଗଲା। କେବଳ ଫିଲ୍ମ ମେକର୍ସ ହିଁ ନୁହଁନ୍ତି ବଲିଉଡର ଅନେକ ଅଭିନେତାଙ୍କ ମଧ୍ୟରେ ବି ଅଭିନନ୍ଦନଙ୍କ ଭୂମିକାରେ ଆସିବା ପାଇଁ ଧାଡ଼ି ଲାଗିଛି। ନିକଟରେ ଅଭିନେତା ଜନ୍‌ ଆବ୍ରାହମ୍‌ ମଧ୍ୟ ଅଭିନନ୍ଦନଙ୍କ ଭୂମିକାରେ ଆସିବା ପାଇଁ ଇଚ୍ଛା ଜାହିର କରିଛନ୍ତି। ସେ କହିଛନ୍ତି, ତାଙ୍କୁ ଏହି ଅଫର ମିଳିଲେ ଏହା ସୌଭାଗ୍ୟର କଥା ହେବ। ସେଭଳି ଅକ୍ଷୟ କୁମାର ମଧ୍ୟ ‘କେଶରୀ’ର ପ୍ରମୋସନରେ କହିଥିଲେ କି, ଏପର୍ଯ୍ୟନ୍ତ କୌଣସି ଅଫର ଆସିନି, ଆସିଲେ ସେ ନିଶ୍ଚିତ କରିବେ।

535 Viewsବାରିପଦା :ମୟୂରଭଞ୍ଜ ଜିଲ୍ଲାର ୪୯ ଜାତୀୟ ରାଜପଥର ବାଙ୍ଗିରିପୋଷି ଘାଟିରେ ଏକ ବସ୍ ଜଳି ଯାଇଥିବା ଜଣାଯାଇଛି।। ଏହି ବସ୍ ସଂପୂର୍ଣ୍ଣଭାବେ ଜଳିଯାଇଛି।…

ଅଭିନନ୍ଦନଙ୍କ ଭୂମିକାରେ ଆସିବାକୁ ଅକ୍ଷୟ କୁମାର ଓ ଜନ୍‌ ଇବ୍ରାହିମ୍‌ ଉଭୟ ଆଗ୍ରହୀ, ଦେଖାଯାଉ କାହାକୁ ମିଳୁଛି ଅଫର୍‌

432 Viewsମୁମ୍ବାଇ: ଭାରତୀୟ ବାୟୁସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ବାହାଦୁରୀର କାହାଣୀ ଇତିହାସରେ ଲିପିବଦ୍ଧ ହୋଇସାରିଛି। ଯେଉଁଭଳି ଅଭିନନ୍ଦନ ପାକିସ୍ତାନର କବଜାରେ ଆସିବା ପରେ…

ମନ୍ତ୍ରୀ ପଙ୍କଜା ମୁଣ୍ଡେଙ୍କ ବିରୁଦ୍ଧରେ ୧୦୬ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଆଣିଲେ ଦାଦାପୁଅ ଭାଇ

366 Viewsମୁମ୍ବାଇ : ମହାରାଷ୍ଟ୍ରର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପଙ୍କଜା ମୁଣ୍ଡେଙ୍କ ବିରୁଦ୍ଧରେ ତାଙ୍କର ଦାଦାପୁଅ ଭାଇ ତଥା ଏନସିପି ନେତା…

୩ ବର୍ଷ ଲାଗି ଭାବା ଆଣବିକ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ରହିବେ ଓଡ଼ିଆ ବୈଜ୍ଞାନିକ ଡ.ଅଜିତ ମହାନ୍ତି

415 Viewsନୂଆଦିଲ୍ଲୀ: ଦେଶର ଅନ୍ୟତମ ଶ୍ରେଷ୍ଠ ଆଣବିକ ଗବେଷଣା କେନ୍ଦ୍ର ଭାବା ଆଟୋମିକ୍ ରିସର୍ଚ୍ଚ ସେଣ୍ଟର (ବାର୍କ) ନିର୍ଦ୍ଦେଶକ ଭାବେ ଓଡ଼ିଆ ବୈଜ୍ଞାନିକ ଡ.…

ଏହି ମୁସଲମାନବହୁଳ ରାଷ୍ଟ୍ରର ୨୦ହଜାର ଟଙ୍କିଆ ନୋଟ୍‌ରେ ରହିଛି ଭଗବାନ୍‌ ଗଣେଶଙ୍କର ଫଟୋ

544 Viewsଭାରତୀୟ ସଂସ୍କୃତି ଓ ଇତିହାସ କେବଳ ଭାରତରେ ନୁହେଁ ବରଂ ଏହା ବିଦେଶରେ ମଧ୍ୟ ବେଶ୍‌ ପ୍ରସିଦ୍ଧି ଲାଭ କରିଛି। ଏପରିକି ମୁସଲମାନ…

ଗୋଟିଏ ପରିବାରର ଏକାଧିକ ପ୍ରାର୍ଥୀଙ୍କୁ ଟିକେଟ୍‌ ଦିଆଯିବ ନାହିଁ: କଂଗ୍ରେସ ପ୍ରଭାରୀ

469 Viewsଭୁବନେଶ୍ୱର: ଗୁରୁବାର ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ପ୍ରାର୍ଥୀ ଚୟନ ନେଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରାଯାଇଛି।…

ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କର ବିଳାସପୂର୍ଣ୍ଣ ଜେଟ୍‌କୁ କିଣିଥିବା ଆମେରିକୀୟ କମ୍ପାନି ଏହାକୁ ଭାଙ୍ଗି କରୁଛି ଖଣ୍ଡ ଖଣ୍ଡ; ଜାଣନ୍ତୁ କାହିଁକି?…

313 Viewsମୁମ୍ବାଇ/ ନୂଆଦିଲ୍ଲୀ: ଦେଶର ବିଭିନ୍ନ ବ୍ୟାଙ୍କ୍‌ରୁ ୯୦୦୦ କୋଟିରୁ ଅଧିକ ଟଙ୍କାର ଋଣ ନେଇ ପଳାତକ ସାଜିଥିବା ବ୍ୟବସାୟୀ ବିଜୟ ମାଲ୍ୟାଙ୍କର ବିଳାସ…

‘ମୁଁ ବଞ୍ଚିଛି, କେବେ ମରିବି ତାହା ଆଲ୍ଲାଙ୍କୁ ଜଣା’ ବୋଲି କହି ଅଡିଓ ଟେପ୍‌ ଜାରି କରି ପାକ୍‌କୁ ଧମକ ଦେଇଛି ଆଝାର

370 Viewsନୂଆଦିଲ୍ଲୀ: ପୁଲୱାମା ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ ତଥା ଆତଙ୍କୀ ସଂଗଠନ ଜୈଶ୍‌-ଇ-ମହମ୍ମଦର ମୁଖ୍ୟ ମସୁଦ ଆଝାର ମୃତ୍ୟୁକୁ ନେଇ କିଛି ଦିନ ହେବ…

ଫେସବୁକରେ ବିଜ୍ଞାପନ ବାବଦରେ ସବୁଠାରୁ ଅଧିକ ଖର୍ଚ୍ଚ କରିଛି ଭାଜପା

476 Viewsନୂଆଦିଲ୍ଲୀ:ଲୋକସଭା ନିର୍ବାଚନକୁ ନେଇ ରାଜନୈତିକ ଦଳଗୁଡିକ ନିଜର ପ୍ରଚାରପାଇଁ ସୋସିଆଲ୍‌ ମିଡିଆ ଉପରେ ଅଧିକ ଧ୍ୟାନ ଦେଉଥିବା ଜଣାଯାଇଛି। ଏଥିରେ ଭାରତୀୟ ଜନତା…