Tue. Jul 14th, 2026

AMF TV

ଆଜି ଲଘୁଚାପ : ପ୍ରବଳ ବର୍ଷା ସମ୍ଭାବନା

286 Viewsଭୁବନେଶ୍ବର : ଉତ୍ତର ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ଲଘୁଚାପ ପ୍ରଭାବରେ ଗୁରୁବାର କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ଢେଙ୍କାନାଳ, କଟକ, ନବରଙ୍ଗପୁର…

ଯୁକ୍ତ୩ ପରୀକ୍ଷାରେ ଆସିବ ସଂସ୍କାର, ବଢ଼ିବ ଖାତା ଦେଖା ପାଉଣା

279 Viewsଭୁବନେଶ୍ୱର : ଏଣିକି ଯୁକ୍ତ୩ ପରୀକ୍ଷା ଖାତା ଦେଖୁଥିବା ଅଧ୍ୟାପକଙ୍କୁ ମିଳିବ ଦୁଇ ଗୁଣ ପାଉଣା। ପୂର୍ବରୁ ଗୋଟିଏ ଉତ୍ତର ଖାତା ପିଛା…

୯ ଶହ ବର୍ଷର ସବୁଠୁ ଧନୀ ଏମାର ମଠ

624 Viewsପୁରୀ : ଶ୍ରୀସଂପ୍ରଦାୟ (ରାମାନୁଜ ସଂପ୍ରଦାୟ)ର ଆଦି ପ୍ରଚାରକ ତଥା ବିଶିଷ୍ଟ ଅଦୈତ୍ୟାଚାର୍ଯ୍ୟ ଶ୍ରୀରାମାନୁଜ ଖ୍ରୀଷ୍ଟୀୟ ଦ୍ବାଦଶ ଶତାଦ୍ଦୀର ପ୍ରଥମ ଭାଗରେ ପୁରୀ…

ଆଣବିକ ବୋମା ବହନକାରୀ ବାଲିଷ୍ଟିକ୍‌ ମିସାଇଲ୍‌ ‘ଗଜ୍‌ନଓ୍ଵି’ ପରୀକ୍ଷା କଲା ପାକିସ୍ତାନ

309 Viewsନୂଆଦିଲ୍ଲୀ : ଗୁରୁବାର ପ୍ରତ୍ୟୁଷରେ ପାକିସ୍ତାନ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା ବାଲିଷ୍ଟିକ୍‌ ମିସାଇଲ୍‌ ‘ଗଜ୍‌ନଓ୍ଵି’ର ପରୀକ୍ଷଣ କରିଛି। ପାକିସ୍ତାନ ସଶସ୍ତ୍ର ବାହିନୀର…

ରାମେୟାପାଟଣାରେ ପୁଣି ସମୁଦ୍ର ଉଗ୍ର

248 Viewsବ୍ରହ୍ମପୁର/ଚିକିଟି : କିଛିଦିନର ବ୍ୟବଧାନ ପରେ ପୁଣି ରାମେୟାପାଟଣାଠାରେ ସମୁଦ୍ର ଉଗ୍ରରୂପ ଧାରଣ କରିଛି। ଆସନ୍ତା ଶୁକ୍ରବାର ଅମାବାସ୍ୟା ତିଥି ଥିବାବେଳେ ସମୁଦ୍ର…

ବିଲ୍‌ ପୈଠ କରି ନ ଥିବାରୁ ଇମ୍ରାନ୍‌ ଖାଁଙ୍କ ଅଫିସ୍‌ରୁ କଟାଗଲା ବିଜୁଳି

253 Viewsଇସ୍‌ଲାମାବାଦ୍‌ : କୋଟି କୋଟି ଟଙ୍କା ବିଜୁଳି ଦେୟ ବାକି ପଡ଼ିଥିବାରୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ସଚିବାଳୟରୁ ବିଜୁଳି ସଂଯୋଗ ବିଚ୍ଛିନ୍ନ…

ସମୁଦ୍ର ଜଳ ଦ୍ବାରା ସୃଷ୍ଟ ବସ୍ତି, ଯେଉଁଠାରେ ନା ଅଛି ପାନୀୟ ଜଳର ବ୍ୟବସ୍ଥା ନା ବିଦ୍ୟୁତ୍‌

237 Viewsସ˚ପ୍ରତି ବିଶ୍ବର ବୃହତ୍ତମ ବସ୍ତି ହେଉଛି ପାକିସ୍ତାନର କରାଚୀରେ ଥିବା ଓର˚ଜି। ଓର˚ଜି ବସ୍ତିରେ ବାସିନ୍ଦାଙ୍କ ସ˚ଖ୍ୟା ଚବିଶ ଲକ୍ଷରୁ ଅଧିକ। ଏବେ…

ଏହି କାମପାଇଁ ସାଂସଦ ପାଣ୍ଠିର ପ୍ରଥମ ଅର୍ଥ ବିନିଯୋଗ ବାବଦରେ ୧୦ଲକ୍ଷ ଟଙ୍କା ମଞ୍ଜୁର କରିଲେ ଅନୁଭବ ମହାନ୍ତି

325 Viewsଭୁବନେଶ୍ୱର : କେନ୍ଦ୍ରାପଡ଼ାର ଲୋକସଭା ସଦସ୍ୟ ତଥା ଲୋକପ୍ରିୟ ଓଲିଉଡ଼ ଅଭିନେତା ଅନୁଭବ ମହାନ୍ତି ତାଙ୍କର ସାଂସଦ ପାଣ୍ଠିର ପ୍ରଥମ ଅର୍ଥ ବିନିଯୋଗ…

ସୁଟିଂ ସେଟରୁ ଘରକୁ ଅଟୋରେ ଫେରୁଛନ୍ତି ‘କବୀର ସି˚ହ’ ଫେମ୍ ନାୟିକା କିଆରା ଆଡ଼ଭାନି

222 Viewsମୁମ୍ବାଇ: ନିଜର ଏକାଧିକ କାର‌୍‌ ଅଛି, ପାଖରେ ଅର୍ଥର ଅଭାବ ନାହିଁ। ତଥାପି ସୁଟି˚ ସେଟ୍‌ରୁ ଅଟୋ ଭଡ଼ା କରି ଘରକୁ ଫେରୁଛନ୍ତି…

୪ ହଜାର ୫୦୦ କୋଟି ଟଙ୍କା ବ୍ୟାଙ୍କ ଋଣ ଠକେଇ : କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପୁଅ ଫୈଜଲ ପଟେଲଙ୍କୁ ପଚରାଉଚରା

222 Viewsନୂଆଦିଲ୍ଲୀ : କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଅହମଦ ପଟେଲଙ୍କ ପୁଅ ଫୈଜଲ ପଟେଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ପୁଣି…