Fri. Sep 4th, 2026

Breaking

ଆନ୍ଧ୍ର-ଓଡ଼ିଶା ବନକର୍ମଚାରୀ ମୁହାଁମୁହିଁ: ରକେଟ୍ ମାଡ଼ରେ ମାଈହାତୀ ଗୁରୁତର

341 Viewsରାୟଗଡା, ଜାନୁଆରୀ ୧୧ : ଆନ୍ଧ୍ରରୁ ଆସି ଓଡ଼ିଶା ସୀମାନ୍ତରେ ଉତ୍ପାତ କରୁଥିବା ହାତୀପଲକୁ ନେଇ ଆଜି ଆନ୍ଧ୍ର-ଓଡ଼ିଶା ବନ କର୍ମଚାରୀ ମୁହାଁମୁହିଁ…

ଶିଶୁକନ୍ୟାକୁ ଦୁଷ୍କର୍ମ, ଅବସ୍ଥା ସଙ୍କଟାପନ୍ନ, କଟକ ସ୍ଥାନାନ୍ତର

241 Viewsଗୁଆଲି(କେନ୍ଦୁଝର) , ଜାନୁଆରୀ ୧୧ : ଜଣେ ୭ ବର୍ଷର ଶିଶୁକନ୍ୟା ପ୍ରତି ହୋଇଛି ପାଶବିକ ଅତ୍ୟାଚାର। ଘର ପାଖରେ ଖେଳୁଥିବା ଶିଶୁକନ୍ୟାକୁ…

ମହାନଦୀ ମହାବିବାଦ: ରହସ୍ୟ ଖୋଲିଲା ଓଡ଼ିଶା

457 Viewsନୂଆଦିଲ୍ଲୀ, ଜାନୁଆରୀ ୧୧ : ୨୦୦୫-୦୬ରୁ ହୀରାକୁଦରେ ଜଳପ୍ରବାହ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି। ୨୦୦୫-୦୬ରୁ ୨୦୧୫-୧୬ ପର୍ଯ୍ୟନ୍ତ ଧାର୍ଯ୍ୟ ୨ନିୟୁତ…

ଏକାଠି ବସିବେନି ମୋଦୀ-ନବୀନ, ୧୫ରେ ପ୍ରଧାନମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ

318 Viewsଭୁବନେଶ୍ବର, ଜାନୁଆରୀ ୧୧ : ଭୁବନେଶ୍ବରରେ ଆଇଆଇଟି କ୍ୟାମ୍ପସ୍‌ରେ େଗାଟିଏ ମଞ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବିଡ଼ତାର…

ସ୍ବାସ୍ଥ୍ୟ ସଚିବଙ୍କୁ ଭେଟିଲେ ନ୍ୟୁୟର୍କର ପ୍ରଫେସର

241 Viewsଭୁବନେଶ୍ବର, ଜାନୁଆରୀ ୧୧ : ନ୍ୟୁୟର୍କ ବିଶ୍ବବିଦ୍ୟାଳୟର ପ୍ରଫେସର ଜେନ୍ କାର୍ଲଟନ୍ ଆଜି ସ୍ବାସ୍ଥ୍ୟ ସଚିବ ଡା.ପ୍ରମୋଦ କୁମାର ମେହେର୍ଦାଙ୍କୁ ସଚିବାଳୟରେ ଭେଟି…

ଓଏସ୍ଏସ୍‌ଟିଇଟି ପ୍ରଶ୍ନରେ ତ୍ରୁଟି: ବୋର୍ଡକୁ ଅଭିଯୋଗ ପରେ ବି ଫଳ ଶୂନ

252 Viewsକଟକ, ଜାନୁଆରୀ ୧୧ : ଓଡ଼ିଶା ସେକେଣ୍ଡାରି ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା‌ର ପ୍ରଶ୍ନ ଓ ସମ୍ଭାବ୍ୟ ଉତ୍ତର ଭୁଲ ଥିବା ବେଳେ…

ଶ୍ରୀମନ୍ଦିର ଭିତରକାଠରେ ରକ୍ତଛିଟା, ମହାପ୍ରଭୁଙ୍କ ମହାସ୍ନାନ

183 Viewsପୁରୀ, ଜାନୁଆରୀ ୧୧ :‌ ଶ୍ରୀମନ୍ଦିର ଭିତରକାଠରେ ଆଜି ରକ୍ତଛିଟା ଯୋଗୁ ମହାପ୍ରଭୁଙ୍କ ମହାସ୍ନାନ ହୋଇଛି। ଏଥିପାଇଁ ଆଜି ପ୍ରାୟ ଅଧଘଣ୍ଟା ମହାପ୍ରଭୁଙ୍କ…

ମୋ ସରକାର ଯେଉଁ ପ୍ରତିଶ୍ରୁତି ଦିଏ, ତାହା ପୂରଣ କରେ: ନବୀନ

253 Viewsଭୁବନେଶ୍ୱର, ଜାନୁଆରୀ ୧୧ : ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ‘ମାଇଣ୍ଡ ରକ୍‌ସ’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ମାଲକାନଗିରିର ବିଭିନ୍ନ ସ୍ଥାନରେ ରାସ୍ତାରୋକ, ମଣ୍ଡିରେ ସମସ୍ୟା ସୁଧୁରିନି

320 Viewsମାଲକାନଗିରି, ଜାନୁଆରୀ ୧୧ : ମାଲକାନଗିରି ଜିଲ୍ଲାରେ ମଣ୍ଡି ପରିଚାଳନାରେ ବ୍ୟାପକ ଅବ୍ୟବସ୍ଥା ଦିନକୁ ଦିନ ଉଗ୍ରରୂପ ନେବାକୁ ଲାଗିଲାଣି। ମଣ୍ଡି ଖୋଲିବା…