Fri. Oct 9th, 2026

Beyond Facts

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ : ପୁଞ୍ଜିଲାଲ ଜାମିନ ଶୁଣାଣି ଶେଷ, ରାୟ ସଂରକ୍ଷିତ

391 Viewsକଟକ : ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ସୂତ୍ରଧର ଅଧ୍ୟାପକ ପୁଞ୍ଜିଲାଲ ମେହେରର ଜାମିନ ଆବେଦନର ଶୁଣାଣି…

ଅନନ୍ତ ନାରାୟଣ ଜେନା ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ନିଯୁକ୍ତ

429 Viewsଭୁବନେଶ୍ୱର: ପୂର୍ବଘୋଷିତ ସମସ୍ତ ଆଦେଶନାମାକୁ ବାଦ୍‌ ଦେଇ ବିଜୁ ଜନତା ଦଳର ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଗୁରୁବାର ଦିନ ଶ୍ରୀ…

ପବ୍‌ଜି ଅନ୍‌ଲାଇନ୍‌ ଗେମ୍‌ ଖେଳି ୧୦ ଛାତ୍ର ଗିରଫ

313 Viewsରାଜକୋଟ:ଗୁଜୁରାଟର ରାଜକୋଟରେ ଏକ କଲେଜ୍‌ରେ ୧୦ ଜଣ ଛାତ୍ର ସର୍ବସାଧାରଣ ସ୍ଥାନରେ ପବ୍‌ଜି ଅନ୍‌ଲାଇନ୍‌ ଗେମ୍‌ ଖେଳି ଗିରଫ ହୋଇଥିବା ଖବର ଚାଞ୍ଚଲ୍ୟ…

ବଂଶବାଦ ରାଜନୀତି ହେଉଥିବାର ଅଭିଯୋଗକୁ ନେଇ ସଭାରେ କାନ୍ଦି ପକାଇଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ ଡି ଦେବେଗୌଡ଼ା

609 Viewsବେଙ୍ଗାଲୁରୁ: ତାଙ୍କ ବିରୁଦ୍ଧରେ ବଂଶବାଦ ରାଜନୀତି ହେଉଥିବାର ଅଭିଯୋଗକୁ ନେଇ ଖୁବ୍‌ ପ୍ରତିକ୍ରିୟାଶୀଳ ହୋଇଥିଲେ ଜେ ଡି ଏସ୍‌ ସୁପ୍ରିମୋ ତଥା ପୂର୍ବତନ…

ଆପଣଙ୍କ ଅଣଜେଜେ ଚୀନ୍‌କୁ ‘ୟୁଏନ୍‌ଏସ୍‌ସି’ ଆସନ ଉପହାର ଦେଇଥିଲେ: ରାହୁଳଙ୍କୁ କହିଲା ବିଜେପି

215 Viewsନୂଆଦିଲ୍ଲୀ: ଆତଙ୍କବାଦୀ ମାସୁଦ ଆଝାରଙ୍କ ପ୍ରତି ଚୀନ୍‌ର ପଦକ୍ଷେପ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ବିଦ୍ରୂପ କରିବାର…

ମାସୁଦ ଆଝାର ପ୍ରସଙ୍ଗରେ କହିଲା ଚୀନ୍‌: ଭଲ ଭାବେ ତଦନ୍ତ କରିବାକୁ ଅଧିକ ସମୟ ଆବଶ୍ୟକ

322 Viewsନୂଆଦିଲ୍ଲୀ: ଜୈସ୍‌-ଏ-ମହମ୍ମଦ୍‌ର ମୁଖ୍ୟ ମାସୁଦ ଆଝାରକୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ତାଲିକାଭୁକ୍ତ କରିବା ପ୍ରସଙ୍ଗ ସମ୍ବନ୍ଧରେ ଭଲ ଓ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଚୀନ୍‌…

ଚନ୍ଦ୍ରଶେଖରପୁର: କାନନବିହାର ଫେଜ୍‌-୧ରେ ରହୁଥିବା ଅବସରପ୍ରାପ୍ତ ସେନା କର୍ମଚାରୀ ସୁଧାକାର ଦାସଙ୍କ ଘରୁ ଡକାୟତି ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ଭୁବନେଶ୍ବର ରେଳ ଷ୍ଟେସନ୍‌ରେ କୋଲକାତା ଯାଉଥିବା ଧଉଳି ଏକ୍ସପ୍ରେସ୍‌ରେ ଫେରାର ହେବାକୁ ଯୋଜନା କରୁଥିବା ବେଳେ ଚନ୍ଦ୍ରଶେଖରପୁର ଥାନା ପୁଲିସ ସେମାନଙ୍କୁ କାବୁ କରିଥିଲା। ସେମାନଙ୍କଠାରୁ ଶ୍ରୀ ଦାସଙ୍କ ସାନ ପୁଅର ଏକ ଦାମୀ ମୋବାଇଲ୍ ଫୋନ୍ ପୁଲିସ୍ ଜବତ କରିଛି। ତେବେ ସେମାନଙ୍କ ଅନ୍ୟ ସହଯୋଗୀ ଭୁବନେଶ୍ବର ଛାଡ଼ି ଦେଇଥିବା ପୁଲିସ କହିଛି। ସମସ୍ତେ ଡକାୟତି ଘଟଣାରେ ସାମିଲ ଅଛନ୍ତି କି ନାହିଁ ସିସିଟିଭି ଫୁଟେଜ୍ ସହିତ ସେମାନଙ୍କ ଚେହେରକୁ ମେଳ କରାଯାଇଥିଲା। ଏଥିରୁ ସେମାନେ ଡକାୟତି ଘଟଣାରେ ସାମିଲ ଥିବା ସ୍ପଷ୍ଟ ହୋଇଛି ବୋଲି ପୁଲିସ କହିଛି। ସୂଚନା ଅନୁଯାୟୀ ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ବିଶ୍ବରଂଜନ ନାୟକ ଓ ତାଙ୍କ ଟିମ୍ ମଧ୍ୟାହ୍ନରେ ଭୁବନେଶ୍ବର ରେଳ ଷ୍ଟେସନ୍‌ରେ ପହଞ୍ଚି ଧଉଳି ଏକ୍ସପ୍ରେସ୍ ଭିତରୁ ଅଭିଯୁକ୍ତଙ୍କୁ କାବୁ କରିଥିଲା। ସମସ୍ତଙ୍କୁ ବୁଧବାର କୋର୍ଟ ଚାଲାଣ କରାଯିବା ସହ ରିମାଣ୍ଡରେ ଅଣାଯାଇ ଅନ୍ୟ ସହଯୋଗୀଙ୍କ ବିଷୟରେ ଜେରା କରାଯିବ ବୋଲି ପୁଲିସ କହିଛି।

374 Viewsପୁଣେ: କଥାବାର୍ତ୍ତା ନ କରି ମୋବାଇଲ୍‌ ଫୋନ୍‌ରେ ‘ପାକିସ୍ତାନୀ ଡ୍ରାମା’ ନାମକ ଗୋଟାଏ ‘ସୋ’ ଦେଖିବା ଉପରେ ଅଧିକ ଗୁରୁତ୍ୱ ଦେଉଥିବା ପତ୍ନୀଙ୍କୁ…