Mon. Aug 24th, 2026

Beyond Facts

କାନନବିହାର ଫେଜ୍‌-୧ ଡକାୟତି ଘଟଣା, ଧଉଳି ଏକ୍ସପ୍ରେସ୍‌ରୁ ଧରାହେଲେ ୪

399 Viewsଚନ୍ଦ୍ରଶେଖରପୁର: କାନନବିହାର ଫେଜ୍‌-୧ରେ ରହୁଥିବା ଅବସରପ୍ରାପ୍ତ ସେନା କର୍ମଚାରୀ ସୁଧାକାର ଦାସଙ୍କ ଘରୁ ଡକାୟତି ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି।…

ଫୁଲବାଣୀ: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ନିକଟସ୍ଥ ଦଡକଙ୍ଗିଆ ଜଙ୍ଗଲରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ଜଣେ ମହିଳା ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ନିହତ ମହିଳା ମାଓବାଦୀଙ୍କ ପରିଚୟ ମିଳିପାରି ନଥିଲା। ଘଟଣାସ୍ଥଳରୁ ପୁଲିସ ୪ଟି ବନ୍ଧୁକ, ଗୁଳିଗୋଳା, ବିପୁଳ ପରିମାଣର ମାଓ ସାମଗ୍ରୀ ଓ ଲ୍ୟାଣ୍ଡ ମାଇନ ପ୍ରସ୍ତୁତ ପାଇଁ ବ୍ୟବହୃତ ହେଉଥିବା ସାମଗ୍ରୀ ଜବତ କରିଛି। ସୂଚନାଯୋଗ୍ୟ, ଏବେ ବି ଘଟଣାସ୍ଥଳରେ ପୁଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ଏଥିରେ ଏସଓଜି ଓ ସିଆରପିଏଫର କୋବ୍ରା ଯବାନ ନିଯୋଜିତ ଅଛନ୍ତି ।

314 Viewsଚେନ୍ନାଇ: ତାମିଲନାଡୁର କୋୟମ୍ବଟୁରରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏଠାରେ ୪ଜଣ ଯୁବକଙ୍କ ପୂରା ରାଜ୍ୟର ୫୦ରୁ ଅଧିକ ମହିଳାଙ୍କୁ ଯୌନ…

ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ: ଜଣେ ମହିଳା ମାଓବାଦୀ ନିହତ, ବିପୁଳ ପରିମାଣର ମାଓସାମଗ୍ରୀ ଜବତ

364 Viewsଫୁଲବାଣୀ: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ନିକଟସ୍ଥ ଦଡକଙ୍ଗିଆ ଜଙ୍ଗଲରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ଜଣେ ମହିଳା…

ଚାରିଦିନ ଧରି ରାଜ୍ୟରେ କାଳବୈଶାଖୀ ସହ କୁଆପଥର ବର୍ଷା ସମ୍ଭାବନା

344 Viewsଭୁବନେଶ୍ୱର: ବୁଧବାରଠାରୁ ରାଜ୍ୟର ଅନେକ ଜିଲ୍ଲାରେ କାଳବୈଶାଖୀ ସହ କୁଆପଥର ବର୍ଷା ହୋଇପାରେ ଏବଂ କେତେକ ସ୍ଥାନରେ ବଜ୍ରପାତର ଆଶଙ୍କା ବି ରହିଛି…

ବାପା-ପୁଅ, ସ୍ୱାମୀ-ସ୍ତ୍ରୀ ଓ ତିନି ଥର ହାରିଥିବା ପ୍ରାର୍ଥୀଙ୍କୁ କଂଗ୍ରେସ ଟିକେଟ ମିଳିବା ଉଚିତ ନୁହେଁ : ତାରା ବାହିନୀପତି

434 Viewsଭୁବନେଶ୍ବର: ବାପ ହେଉ କି ପୁଅ ଗୋଟିଏ ପରିବାରୁ କେବଳ ଜଣଙ୍କୁ ଦଳୀୟ ଟିକେଟ୍ ମିଳିବା ଉଚିତ । ବାପା-ପୁଅଙ୍କୁ କଂଗ୍ରେସ ଟିକେଟ…

ମାର୍ଚ୍ଚ ୧୬ରେ ପ୍ରାର୍ଥୀମାନଙ୍କର ପ୍ରଥମ ତାଲିକା ଘୋଷଣା କରିବ ବିଜେପି, ୮୦-୯୦ସାଂସଦଙ୍କ କଟିପାରେ ଟିକେଟ୍‌

323 Viewsନୂଆଦିଲ୍ଲୀ : ଗତ ରବିବାର ନିର୍ବାଚନ କମିସନର ସୁନୀଲ ଆରୋରା ନିର୍ବାଚନର ତାରିଖ ସହ କେତୋଟି ପର୍ଯ୍ୟାୟରେ ନିର୍ବାଚନ ହେବ ଏବଂ ଫଳାଫଳ…

ଚାଓମିନ୍ ମିସ୍ତ୍ରି ପାଇଁ ବୋମାମାଡ଼, ଅଭିଯୁକ୍ତ ଗିରଫ

308 Viewsଖଣ୍ଡଗିରି : ୯ ତାରିଖ ରାତିରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ନିକଟ ଏକ ହୋଟେଲ ଉପରକୁ ବୋମାମାଡ଼ କରିଥିବା ଅଭିଯୁକ୍ତକୁ ଖଣ୍ଡଗିରି ଥାନା ପୁଲିସ…

ଛାତ୍ରର ଉନ୍ମତ୍ତକାଣ୍ଡ : ସହପାଠୀ ଛାତ୍ରୀଙ୍କୁ କଟୁରିରେ ହାଣିଲା

527 Viewsଆନନ୍ଦପୁର : ବାରମ୍ବାର ପ୍ରେମ ନିବେଦନ କରି ବିଫଳ ହେବା ପରେ କେନ୍ଦୁଝର ଆନନ୍ଦପୁର ଥାନା ଅନ୍ତର୍ଗତ ଫକୀରପୁର ସିଟି ସ୍କୁଲର ଜଣେ…