Tue. Aug 25th, 2026

Activities

ସମସ୍ୟା ଘେରରେ ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ‘ଢେପାଗୁଡା ଗାଁ’, ସଞ୍ଜ ନଇଁଲେ ଡିବିରି ଆଲୁଅ ଖୋଜା

320 Viewsରାମନାଗୁଡା : ଦେଶ ସ୍ବାଧୀନତା ପାଇବାର ୭୨ବର୍ଷ ବିତିଗଲା। କିନ୍ତୁ ଏବେ ମଧ୍ୟ ଦୁର୍ଗମ ଅଞ୍ଚଳରେ ବିଦ୍ୟୁତ ଆଲୋକ ଭଳି ମୌଳିକ ସୁବିଧା…

ରାୟଗଡା : ୫ କୋଟିର ଶୀତଳ ଭଣ୍ଡାର ଏବେ ଭୂତକୋଠି

324 Viewsରାୟଗଡା : ୫ କୋଟି ବ୍ୟୟରେ ନିର୍ମାଣ ହେଲା ଶୀତଳ ଭଣ୍ଡାର। ଉଦ୍‌ଘାଟନ କଲେ ନିଜେ ମୁଖ୍ୟମନ୍ତ୍ରୀ। ଆଶା ଥିଲା ଚାଷୀଙ୍କ ଉପକାରରେ…

ଯାଜପୁର: ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବାକୁ ଦାବି କରି ଇମାମି ସିମେଣ୍ଟ୍‌ କାରଖାନା ଘେରାଉ

204 Viewsଯାଜପୁର : କଳିଙ୍ଗ ନଗର ଠାରେ ଥିବା ଇମାମି ସିମେଣ୍ଟ କାରଖାନାରେ ସ୍ଥାନୀୟ ବେକାର ଯୁବକମାନଙ୍କୁ ନିଯୁକ୍ତି ଦିଆଯାଉ ବୋଲି ଦାବି କରି…

ଖୋର୍ଦ୍ଧା ରାମେଶ୍ୱରରେ ହାତୀ ଆକ୍ରମଣ ଯୋଗୁଁ ଫାର୍ମହାଉସ୍‌ ତତ୍ତ୍ୱାବଧାରକ ଆହତ

293 Viewsନିରାକାରପୁର : ଆଜି ପାହାନ୍ତାରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ରାମେଶ୍ୱରସ୍ଥିତ ଗୋଟାଏ ଫାର୍ମହାଉସ୍‌ରେ ବଣୁଆ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ସାଙ୍ଘାତିକ ଆହତ…

ଅପରେସନ ପରେ ଚଲାବୁଲା କଲେ ହାର୍ଦ୍ଦିକ ପାଣ୍ଡ୍ୟା

211 Viewsନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ ର ଅଲରାଉଣ୍ଡର ଖେଳାଳୀ ହାର୍ଦ୍ଦିକ ପାଣ୍ଡ୍ୟା ଲଣ୍ଡନରେ ପିଠିର ସଫଳ ସର୍ଜରୀ ପରେ ଏବେ ଚଲାବୁଲା କରିପାରୁଛନ୍ତି…

ହିନ୍ଦୁ ଦେବାଦେବୀଙ୍କ ଫଟୋ ପୋଡ଼ି ଭିଡିଓ ଭାଇରାଲ୍‌ କରିବା ଅଭିଯୋଗରେ ଜଣେ ଗିରଫ

165 Viewsରାୟଗଡ଼ା: ମଙ୍ଗଳବାର ସନ୍ଧ୍ୟା ବେଳେ ଟିକିରି ଥାନା ଅନ୍ତର୍ଗତ ପାଞ୍ଚାଲି ଗ୍ରାମରେ କେତେକ ହିନ୍ଦୁ ଦେବାଦେବୀଙ୍କ ଫଟୋ ପୋଡ଼ି ସେ ଦୃଶ୍ୟର ଭିଡିଓକୁ…

‘ମୋ ସରକାର’ କାର୍ଯ୍ୟକ୍ରମ ସମୀକ୍ଷା ପାଇଁ କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲା ଗସ୍ତରେ ତିନି ବରିଷ୍ଠ ଆଇଏଏସ୍‌ ଅଧିକାରୀ

209 Viewsଜୟପୁର: ମୋ ସରକାରର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ପାଇଁ ବୁଧବାର ସକାଳେ ଦିନିକିଆ କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଆସିଛନ୍ତି…

ନିର୍ଦ୍ଧାରିତ ସମୟ ପୂର୍ବରୁ ରାବଣ ପୁତ୍ତଳିକାରେ ନିଆଁ ଲଗାଇ ଜଣେ ଗିରଫ, ଅନ୍ୟ ଜଣେ ଫେରାର

245 Viewsସମ୍ବଲପୁର : ମଙ୍ଗଳବାର ସନ୍ଧ୍ୟାରେ ମାନେଶ୍ୱର ଠାରେ ଦାହ ପାଇଁ ପ୍ରସ୍ତୁତ କରି ରଖାଯାଇଥିବା ରାବଣ ପୁତ୍ତଳିକାରେ ନିଆଁ ଲଗାଇବା କାରଣରୁ ଜଣେ…