Tue. Dec 24th, 2024

ଆରଏସ୍ପିର ସପ୍ସ କମ୍ପେ୍ଲକ୍ସ ଦ୍ୱାରା ବିକଶିତ ହେଲା କଏଲ ଟର୍ଣ୍ଣିଂ ଡିଭାଇସ

254 Viewsରାଉରକେଲା, ୧/୭: ରାଉରକେଲା ଇସ୍ପାତ କାରଖାନାର ମେକାନିକାଲ ସପ୍ ବିଭାଗରେ ଆୟୋଜିତ ଏକ ଉତ୍ସବରେ କାର୍ଯ୍ୟ ବିଭାଗର ଇଡି ଶୁଭେନ୍ଦ୍ର ଦାସ ବିଭାଗରେ…

ମୋଦି ସରକାରର ଶ୍ର୍ିକ ଓ କୃଷକ ବିରୋଧି ନୀତି ବିରୁଦ୍ଧରେ ମଜଦୁର-କିଷାନ ସଂଘର୍ଷ ସମାବେଶକୁ ସଫଳ ପାଇଁ ସିଆଇଟିୟୁର ବୈଠକ

204 Viewsରାଉରକେଲା, ୧/୭: କେନ୍ଦ୍ରରେ ବିଜେପି ନେତୃତ୍ୱାଧିନ ମୋଦି ସରକାରଙ୍କ ୪ ବର୍ଷ ଶାସନରେ ଦେଶର ସବୁଠାରୁ ସରକାରୀ ଆକ୍ରମଣର ଶିକାର ହୋଇଛନ୍ତି ଶ୍ରମିକ…

ଆରଆଇଟି କର୍ମଚାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

188 Viewsରାଉରକେଲା, ୧/୭: କଲୁଙ୍ଗାସ୍ଥିତ ରାଉରକେଲା ଇନ୍ଷ୍ଟିଚ୍ୟୁଟ୍ ଅପ୍ ଟେକ୍ନୋଲୋଜି (ଆରଆଇଟି)ର ବିତ୍ତ ଅଧିକାରୀ ଚନ୍ଦନ ଭୂଷଣ ପ୍ରଧାନ ଆଜି ଅବସର ଗ୍ରହଣ କରିବା…

ଉତ୍ପାଦନର ୬୦ତମ ବର୍ଷ ଉପଲକ୍ଷେ ଆରଏସ୍ପିରେ ଲୌହ ପୁରୁଷ ସ୍ମାରକ ଉଦ୍ଘାଟିତ

201 Viewsରାଉରକେଲା, ୩୦/୬: ମହାରତ୍ନ କମ୍ପାନୀ ‘ସେଲ୍’ ଅଧିନସ୍ଥ ରାଉରକେଲା ଇସ୍ପାତ କାରଖାନାରେ ଲୌହ ନିର୍ମାଣର ୬୦ବର୍ଷର ସଫଳ ଯାତ୍ରାକୁ ଦର୍ଶାଉଥିବା ବ୍ଲାଷ୍ଟ ଫର୍ଣ୍ଣେସ୍-…

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଦିଲ୍ଲୀ ବାସଭବନରେ ମୁକ୍ତିକାନ୍ତଙ୍କୁ କୋଣସି ଖରାପ ବ୍ୟବହାର କରାଯାଇ ନାହିଁ : ଭାଜପା

254 Viewsରାଉରକେଲା, ୩୦/୬: କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ମୁକ୍ତିକାନ୍ତଙ୍କୁ କୋ÷ଣସି ପ୍ରକାରର ଦୁର୍ବ୍ୟବହାର କରାଯାଇ ନାହିଁ । ଏହା କେବଳ…

ଚୁକ୍ତିନାମା ସତ୍ତେ୍ୱ ପେନ୍ସନ ଓ ଏନ୍ଜେସିଏସ୍ ନ ହେବା ଇସ୍ପାତ ଶ୍ରମିକଙ୍କ ପ୍ରତି ଧୋକା ଐକ୍ୟବଦ୍ଧ ଆନ୍ଦୋଳନ ହିଁ ଏକମାତ୍ର ବିକଳ୍ପ – ସିଆଇଟିୟୁ

236 Viewsରାଉରକେଲା, ୩୦/୬: ସ୍ଥାନୀୟ ଶ୍ରମିକ ଭବନ ଠାରେ ସିଆଇଟିୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ସମ୍ପାଦକ ମଣ୍ଡଳୀ ବୈଠକ ବସି ଏନ୍ଜେସିଏସ୍…

ହେକେଟ୍ ରୋଡ୍ ଖୋଲିବା ଦାବିରେ ବିଜେଡିର ଧାରଣା ସ୍ଥଗିତ

281 Viewsରାଉରକେଲା, ୩୦/୬: ରାଉରକେଲା ମ୍ୟୁନିସିପାଲ କଲେଜ ସମ୍ମୁଖସ୍ତ ସାରନା ଛକରୁ ଦକ୍ଷିଣ ରାଉରକେଲାକୁ ସଂଯୋଗ କରୁଥିବା ହେକେଟ୍ ରୋଡକୁ ଯଥାଶୀଘ୍ର ଖୋଲିବା ଦାବିରେ…