Tue. Sep 15th, 2026

amfnews

ଜମ୍ମୁ-କଶ୍ମୀରରେ ସ୍ବାଭାବିକ ହେଉଛି ସ୍ଥିତି : ଆଜି ୨ ଜିଲ୍ଲାରେ ଖୋଲିଲା ସ୍କୁଲ୍‌ ଓ କଲେଜ, ଖୋଲିବ ୪୦୦ଟି ମୋବାଇଲ୍ ଟେଲିଫୋନ ସେଣ୍ଟର

188 Viewsଶ୍ରୀନଗର : ଜମ୍ମୁ କଶ୍ମୀରରେ ଏବେ ସ୍ଥିତି ନିୟନ୍ତ୍ରଣାଧୀନ ହୋଇସାରିଛି। ସବୁ ସ୍ଥାନରେ ସୁରକ୍ଷା କଡ଼ାକଡ଼ି ରହିଥିବା ବେଳେ ଧୀରେ ଧୀରେ ପରିସ୍ଥିତି…

କେରଳ ବର୍ଷା: ଅଗଷ୍ଟ ୧୧ ଯାଏଁ କୋଚିନ ବିମାନ ବନ୍ଦର ବନ୍ଦ

253 Viewsତ୍ରିବେନ୍ଦ୍ରମ : ଅବିଶ୍ରାନ୍ତ ବର୍ଷା ଯୋଗୁଁ କେରଳରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି କାରଣରୁ ଅଗଷ୍ଟ ୧୧ ତାରିଖ ଅପରାହ୍ଣ ୩ଟାଯାଏଁ କୋଚିନ୍‌…

ପୃଥିବୀକୁ ରକ୍ଷା କରିବା ପାଇଁ କମ୍‌ ମାଂସ ଖାଆନ୍ତୁ, କମ୍‌ ଖାଦ୍ୟ ନଷ୍ଟ କରନ୍ତୁ: ଜାତିସଂଘ

285 Viewsନୂଆଦିଲ୍ଲୀ : ଜାତିସଂଘ ଦ୍ୱାରା ପ୍ରକାଶିତ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ରିପୋର୍ଟରେ ବୈଜ୍ଞାନିକମାନେ କହିଛନ୍ତି ଯେ କମ୍‌ ମାଂସ ଖାଇବା ଏବଂ କମ୍‌…

ସୀମାରେ ସୁରକ୍ଷା ଯୋଗାଉଥିବା ଯବାନଙ୍କ ପାଇଁ ସେନା ଅଫିସକୁ ରାଖୀ ପଠାଇଲେ ଯାଜପୁରର କଲେଜ ଛାତ୍ରୀ

258 Viewsଯାଜପୁର: ଆସୁଛି ସ୍ନେହ ଓ ବନ୍ଧନର ପର୍ବ ରକ୍ଷାବନ୍ଧନ । ଭଉଣୀ ନିଜର ସୁରକ୍ଷା ପାଇଁ ଭାଇ ହାତରେ ରାଖୀ ବାନ୍ଧିଥାଏ।ଯେଉଁମାନେ ଦେଶ…

ଦୁର୍ଘଟଣା ଘଟାଇ ପିକ୍‌ ଅପ୍‌ ଭ୍ୟାନ୍‌ ଡ୍ରାଇଭର୍ ଫେରାର୍

204 Viewsନୀଳଗିରି : ବାଲେଶ୍ୱର ଜିଲ୍ଲାର ନୀଳଗିରିରେ ଦୁର୍ଘଟଣା ଘଟିଥିବାର ଖବର ମିଳିଛି । ନୀଳଗିରି ଖନ୍ତାପଡ଼ା ଥାନା ଅନ୍ତର୍ଗତ ଅଳସୁଆଁ ନିକଟରେ ଏକ…

ଓ୍ଵିଇଲୋ ଗ୍ରୋଭ୍‌: ଗୁୁରୁବାର ସକାଳେ ଫିଲାଡେଲ୍‌ଫିଆର ଉପନଗରରେ ଗୋଟାଏ ଘରପଛ ବାରିରେ ଛୋଟ ବିମାନଟିଏ ଦୁର୍ଘଟଣାଗ୍ରସ୍ତ ହୋଇ ପଡ଼ିଯିବାରୁ ସେଥିରେ ଥିବା ଜଣେ ସ୍ୱାମୀ, ତାଙ୍କ ସ୍ତ୍ରୀ ଏବଂ ସେମାନଙ୍କର ୧୯ ବର୍ଷୀୟ ଝିଅଙ୍କର ମୃତ୍ୟୁ ଘଟିଛି। ମୃତବ୍ୟକ୍ତିମାନେ ହେଲେ ୬୦ ବର୍ଷିୟ ଯଶବୀର ଖୁରାନା, ତାଙ୍କ ୫୪ ବର୍ଷୀୟ ପତ୍ନୀ ଦିବ୍ୟା ଖୁରାନା ଏବଂ କନ୍ୟା କିରଣ। ସେମାନେ ଫିଲାଡେଲ୍‌ଫିଆ ଉପନଗର ଅନ୍ତର୍ଗତ ଲୋଅର୍‌ ମେରିଅନ୍‌ ଟାଉନ୍‌ସିପ୍‌ର ବାସିନ୍ଦା। ୨୦୦୨ରୁ ଡକ୍ଟର୍‌ ଖୁରାନା ଥିଲେ ଟେମ୍ପଲ୍‌ ୟୁନିଭର୍ସିଟିର କାଜ୍‌ ସ୍କୁଲ୍‌ ଅଫ୍‌ ମେଡିସିନ୍‌ରେ ପାଥୋଲଜି ଆଣ୍ଡ୍‌ ଲାବରେଟରିର ପ୍ରଫେସର। ତାଙ୍କ ପତ୍ନୀ ଦିବ୍ୟା ଥିଲେ ସେଣ୍ଟ୍‌ ଖ୍ରିଷ୍ଟୋଫର୍‌ସ୍‌ ହସ୍‌ପିଟାଲ୍‌ ଫର୍‌ ଚିଲ୍‌ଡ୍ରେନ୍‌ରେ ପେଡିଆଟ୍ରିକ୍‌ ନ୍ୟୁରୋଲଜିଷ୍ଟ୍‍। Image Source: The Star ଉତ୍ତରପୂର୍ବ ଫିଲାଡେଲ୍‌ଫିଆର ବିମାନବନ୍ଦରରୁ ଓହିଓର କଲମ୍ବସ୍‌ ଯିବା ପାଇଁ ଉଡ଼ାଣ ଆରମ୍ଭ କରିବାର ଅଳ୍ପ ସମୟ ପରେ ଫିଲାଡେଲଫିଆର ଉତ୍ତରକୁ ପ୍ରାୟ ୫୦ କିଲୋମିଟର୍‌ ଦୂରସ୍ଥିତ ଓ୍ଵିଲୋ ଗ୍ରୋଭ୍‌ରେ ବିମାନଟି ଖସି ପଡ଼ିଥିଲା। ତଳେ ପଡ଼ିବା ପୂର୍ବରୁ ବିମାନଟି କେତେଗୁଡ଼ିଏ ଗଛରେ ପିଟି ହୋଇଥିଲା। ବିମାନର ଭଗ୍ନାଂଶ ସବୁ ଚାରି ଜଣଙ୍କ ବାଡ଼ିରେ ପଡ଼ିଛି ବୋଲି ଅପର୍‌ ମୋର୍‌ଲାଣ୍ଡ୍‌ ପୁଲିସ ମୁଖ୍ୟ ମାଇକେଲ୍‌ ମର୍ଫି କହିଛନ୍ତି। ଭାଗ୍ୟକୁ ତଳେ କୌଣସି ବ୍ୟକ୍ତି ମୃତାହତ ହୋଇ ନାହାନ୍ତି କି, କୌଣସି ଘରବାଡ଼ି ନଷ୍ଟ ହୋଇ ନାହାନ୍ତି।

302 Viewsନୂଆଦିଲ୍ଲୀ : ଗୁରୁବାର ଦିନ ଓ୍ଵାଘା ସୀମାନ୍ତ ଠାରେ ପାକିସ୍ତାନ ସରକାରୀ କର୍ତ୍ତୃପକ୍ଷମାନଙ୍କ ଦ୍ୱାରା ଅଟକ ରହିଥିବା ସମ୍‌ଝୌତା ଏକ୍ସପ୍ରେସ୍‌ ଶୁକ୍ରବାର ସକାଳ…

ଘରପଛ ବାରିରେ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ସ୍ୱାମୀ, ସ୍ତ୍ରୀ ଓ ସେମାନଙ୍କ ୧୯ ବର୍ଷୀୟ ଝିଅ ମୃତ

215 Viewsଓ୍ଵିଇଲୋ ଗ୍ରୋଭ୍‌ : ଗୁୁରୁବାର ସକାଳେ ଫିଲାଡେଲ୍‌ଫିଆର ଉପନଗରରେ ଗୋଟାଏ ଘରପଛ ବାରିରେ ଛୋଟ ବିମାନଟିଏ ଦୁର୍ଘଟଣାଗ୍ରସ୍ତ ହୋଇ ପଡ଼ିଯିବାରୁ ସେଥିରେ ଥିବା…

ଧାରା ୩୭୦ର ଉଚ୍ଛେଦ ବିରୋଧରେ ଆଗତ ମାମଲାର ଜରୁରୀ ଶୁଣାଣି କରିବାକୁ ମନାକଲେ ସୁପ୍ରିମ୍‌ କୋର୍ଟ

331 Viewsନୂଆଦିଲ୍ଲୀ: ଜମ୍ମୁ- କଶ୍ମୀରରୁ ସମ୍ବିଧାନର ଧାରା ୩୭୦କୁ ଉଚ୍ଛେଦକୁ ବିରୋଧ କରି ସୁପ୍ରିମ୍‌ କୋର୍ଟରେ ଆଗତ ହୋଇଥିବା ଏକ ମାମଲାର ଜରୁରୀ ଶୁଣାଣି…