Sat. May 16th, 2026

News

ଉଚ୍ଚତମ ନ୍ୟାୟାଳୟର ନ୍ୟାୟଧିଶ ପଦ ପାଇଁ ଟ୍ରମ୍ପ ନେଲେ ଭାରତୀୟ ମହିଳାଙ୍କ ସାକ୍ଷାତକାର

201 Viewsନୂଆଦିଲ୍ଲୀ, ଅକ୍ଟୋବର ୩୦, : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୱାସିଂଟନ ଡିସିର ସଂଘୀୟ ଅପୀଲିୟ ଅଦାଲତରେ ଉଚ୍ଚତମ ନ୍ୟାୟାଳୟର ନ୍ୟାୟଧୀଶ ପଦ…

ମନୋହର ପାରିକରଙ୍କ ଉପରେ କଂଗ୍ରେସ ନେତାଙ୍କ ଲଜ୍ଜାଜନକ ମନ୍ତବ୍ୟ, କହିଲେ ଶ୍ରାଦ୍ଧ କରାଯାଉ

162 Viewsଗୋଆ, ଅକ୍ଟୋବର ୩୦ : ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ପାକସ୍ଥଳୀ କର୍କଟରେ ପୀଡିତ ଅଛନ୍ତି । ଆମେରିକା ପରେ ନୂଆଦିଲ୍ଲୀ ଏମସରେ…

ବିହାରାର ବାହୁବଳୀ ନେତା ମହମ୍ମଦ ଶ।ହାବୁଦ୍ଧିନଙ୍କୁ ଝଟକା , ସୁପ୍ରିମକୋର୍ଟ କାଏମ ରଖିଲା ଆଜୀବନ କାର।ଦଣ୍ଡ

209 Viewsନୂଆଦିଲ୍ଲୀ, ଅକ୍ଟୋବର ୩୦: ବିହାରର ବାହୁବଳୀ ନେତା ମୋହମ୍ମଦ ଶ।ହାବୁଦ୍ଧିନଙ୍କୁ ସୁପ୍ରିମ କୋର୍ଟରୁ ବଡ ଝଟକା ଲାଗିଛି । ସିୱାନରେ ଦୁଇ ଭାଇଙ୍କୁ…

ନ୍ୟାସନାଲ ପାର୍କରେ ୮୦୦ ଫୁଟ ଉଚ୍ଚରୁ ଖସିପଡି ଭାରତୀୟ ଦମ୍ପତିଙ୍କ ମୃତ୍ୟୁ

208 Viewsନୂଆଦିଲ୍ଲୀ, ଅକ୍ଟୋବର ୩୦ : ଆମେରିକା କାଲିଫର୍ଣ୍ଣିୟା ସ୍ଥିତ ୟୋସେମାଇଟ୍ ନ୍ୟାସନାଲ ପାର୍କରେ ପ୍ରସିଦ୍ଧ ଓବରଲୋକରୁ ଖସି ଦୁଇ ଭାରତୀୟ ଦମ୍ପତିଙ୍କ ମୃତ୍ୟୁ…

ବାଂଲାଦେଶର ପୂର୍ବତନ ପିଏମ ଖାଲିଦା ଜିଆଙ୍କୁ ପୁଣି ଝଟକା: ୫ ବର୍ଷର ସଜା ବଢାଇ ୧୦ ବର୍ଷ କଲା ହାଇକୋର୍ଟ

179 Viewsନୂଆଦିଲ୍ଲୀ, ଅକ୍ଟୋବର ୩୦, : ଭ୍ରଷ୍ଟାଚାର ମାମଲାରେ ସଜା କାଟୁଥିବା ବାଙ୍ଗଲାଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଖାଲିଦା ଜିଆଙ୍କ ସମସ୍ୟା କମିବା ବଦଳରେ ବଢିବାରେ…

ମାଓବାଦୀଙ୍କ ଆକ୍ରମଣରେ ସହିଦ ସୁରକ୍ଷାକର୍ମୀ ଓ ଓଡିଆ ସାମ୍ବାଦିକଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କଲେ ଧର୍ମେନ୍ଦ୍ର ପ୍ରଧାନ

302 Viewsଭୁବନେଶ୍ୱର, ଅକ୍ଟୋବର ୩୦: ଛତିଶଗଡ଼ର ଦନ୍ତେୱାଡା ଜିଲ୍ଲା ଆରନପୁର ନିକଟରେ ମାଓବାଦୀ ଆକ୍ରମଣରେ ପ୍ରାଣବଳି ଦେଇଥିବା ଦୁଇ ସୁରକ୍ଷାକର୍ମୀ ଓ ଓଡିଆ ସାମ୍ବାଦିକଙ୍କ…

ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ମାନହାନି ଅଭିଯୋଗ ଆଣିଲେ ଶିବରାଜଙ୍କ ପୁଅ କାର୍ତିକେୟ

190 Viewsନୂଆଦିଲ୍ଲୀ, ଅକ୍ଟୋବର ୩୦ : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନଙ୍କ ପୁଅ କାର୍ତିକେୟ ପାନାମା ପେପର ମାମଲାରେ ରାହୁଲ ଗାନ୍ଧୀଙ୍କୁ ଘେରିଛନ୍ତି…

ବିଧାୟକ ପଦରୁ ଇସ୍ତଫା ଦେଲେ କୋରାପୁଟ କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ

178 Viewsଭୁବନେଶ୍ୱର, ଅକ୍ଟୋବର ୩୦: କୋରାପୁଟର କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ ଇସ୍ତଫା ଦେଇଛନ୍ତି । ସେ ବାଚସ୍ପତିଙ୍କ ସହ ସାକ୍ଷାତ କରି ଇସ୍ତଫା…

ଗଣମାଧ୍ୟମକୁ ନକ୍ସଲଙ୍କ ଟାର୍ଗେଟ, ଓଡିଆ କ୍ୟାମେରାମ୍ୟାନ ମୃତ, ୨ ଯବାନ ସହିଦ

209 Viewsନୂଆଦିଲ୍ଲୀ, ଅକ୍ଟୋବର ୩୦: ଶେଷରେ ଗଣମାଧ୍ୟମକୁ ଟାର୍ଗେଟ୍ କଲେ ନକ୍ସଲ । ଛତିଶଗଡର ଦନ୍ତେୱାଡରେ ନକ୍ସଲମାନେ ନିର୍ବାଚନ ପାଇଁ ଖବର ସଂଗ୍ରହ ପାଇଁ…