Thu. Sep 3rd, 2026

News

ଆଜି ବି ଚାଲିବ ଶ୍ରୀମନ୍ଦିର ଚାରିପଟୁ ଉଚ୍ଛେଦ, ଭକ୍ତଙ୍କ ପାଇଁ ବିଛାଗଲା ଗାଲିଚା

187 Viewsପୁରୀ : ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ଗତକାଲିଠାରୁ ଆରମ୍ଭ ହୋଇଥିବା ଉଚ୍ଛେଦ ପ୍ରକ୍ରିୟା ଆଜି ମଧ୍ୟ ଜାରି ରହିଛି।…

ରାଜ୍ୟ ଖାଉଟି କମିସନକୁ ଉପେକ୍ଷା, ଖାଲି ପଡିଛି ସଦସ୍ୟ ପଦ; ଜଣେ ଅନୁପସ୍ଥିତ ରହିଲେ ଶୁଣାଣି ବନ୍ଦ

177 Viewsକଟକ: କଟକସ୍ଥିତ ରାଜ୍ୟ ଖାଉଟି ବିବାଦ ସମାଧାନ କମିସନ (ଷ୍ଟେଟ୍‌ କନ୍‌ଜ୍ୟୁମର ଡିସପ୍ୟୁଟସ୍‌ ରିଡ୍ରେସାଲ କମିସନ)ରେ ଲାଗି ରହିଛି ଅଚଳାବସ୍ଥା। ଆବଶ୍ୟକତା ଅନୁଯାୟୀ…

ପାପାଠାରୁ ଟିଟୋ ଯାଏ… ଚିନ୍ତା ବଢ଼ାଇଲେଣି ଗ୍ୟାଙ୍ଗଷ୍ଟର

214 Viewsକଟକ : ଜେଲରେ ଅଛି ଦୁର୍ଦାନ୍ତ ଗ୍ୟାଙ୍ଗଷ୍ଟର ଟିେଟା। ଏଣେ କିନ୍ତୁ ଖଣି ଚୋରା କାରବାରରେ ଟିେଟାର ହାତ ରହିଛି େବାଲି ମକଦ୍ଦମା…

ରାଜଧାନୀ ଏକ୍ସପ୍ରେସ୍‌ର ବେଗ ଘଣ୍ଟାପ୍ରତି ୧୬୦ କିଲୋମିଟରକୁ ବଢ଼ାଇବ ଭାରତୀୟ ରେଳବାଇ : ଦିଲ୍ଲୀରୁ ବମ୍ବେ ୧୦ ଘଣ୍ଟା

201 Viewsନୂଆଦିଲ୍ଲୀ : ରାଜଧାନୀ ଏକ୍ସପ୍ରେସ୍‌ରେ ଦିଲ୍ଲୀ ଓ ମୁମ୍ବାଇ ମଧ୍ୟରେ ଯାତାୟାତ କରୁଥିବା ଯାତ୍ରୀମାନେ ଏଥର ସେମାନଙ୍କ ଗନ୍ତବ୍ୟସ୍ଥଳରେ ପୂର୍ବାପେକ୍ଷା ଶୀଘ୍ର ପହଞ୍ଚି…

୨୦ ବର୍ଷରେ ଓଡ଼ିଶାରେ ହେବେ ଅଧିକ ଦୁଇଗୁଣ କ୍ୟାନ୍ସର ରୋଗୀ !

183 Viewsନୂଆଦିଲ୍ଲୀ : ଭାରତ ସମେତ ସମଗ୍ର ବିଶ୍ୱରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ତୀବ୍ର ଗତିରେ ବଢ଼ିବାରେ ଲାଗିଛି ଭାରତରେ କ୍ୟାନ୍ସରର ସ୍ଥିତିକୁ ନେଇ…

୧୫ ମିନିଟ୍‌ ଧରି ଆମ୍ବୁଲାନ୍‌ସ୍‌ ଡୋର୍‌ ନ ଖୋଲିବାରୁ ମରିଗଲେ ହୃଦ୍‌ଘାତ ଆକ୍ରାନ୍ତ ବ୍ୟକ୍ତି

237 Viewsହାଇଦ୍ରାବାଦ : ମଙ୍ଗଳବାର ରାତିରେ ଠିକଣା ସମୟରେ ଆମ୍ବୁଲାନ୍‌ସ୍‌ ଆସି ମଧ୍ୟ ଜଣେ ୫୪ ବର୍ଷିୟ ବ୍ୟକ୍ତି ଡାକ୍ତରଖାନାକୁ ଯାଇ ନ ପାରି…

ଆଲୋଚନା ମାଧ୍ୟମରେ କଶ୍ମୀର ସମସ୍ୟା ସମାଧାନ ପାଇଁ ମୋଦୀଙ୍କୁ ଫୋନ୍‌ କରି କହିଲେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌

210 Viewsନୂଆଦିଲ୍ଲୀ: କଶ୍ମୀର ଭାରତ ଓ ପାକିସ୍ତାନ ମଧ୍ୟର ଏକ ଦ୍ୱିପାକ୍ଷିକ ସମସ୍ୟା ଏବଂ ଦୁଇ ପଡ଼ୋଶୀ ଏ ସଂକ୍ରାନ୍ତରେ ଆଲୋଚନା କରିବାର ଆବଶ୍ୟକତା…

କଟକ-ଭୁବନେଶ୍ୱରର ପୁଲିସ କମିସନର୍‌ ଭାବେ ଦାୟିତ୍ୱ ଗ୍ରହଣ କଲେ ଆଇପିଏସ୍‌ ଅଧିକାରୀ ସୁଧାଂଶୁ ଷଡ଼ଙ୍ଗୀ

260 Viewsଭୁବନେଶ୍ୱର : ବୁଧବାର ପୂର୍ବାହ୍ନରେ କଟକ ଓ ଭୁବନେଶ୍ୱରର ନୂତନ ପୁଲିସ କମିସନର ଭାବେ ବରିଷ୍ଠ ଆଇପିଏସ୍‌ ଅଧିକାରୀ ସୁଧାଂଶୁ ଷଡ଼ଙ୍ଗୀ ଦାୟିତ୍ୱ…

ତିନି ଦିନିଆ ଭାରତ ଭ୍ରମଣରେ ଜାମ୍ବିଆ ରାଷ୍ଟ୍ରପତି, ବେଦାନ୍ତକୁ ନେଇ ହୋଇନପାରେ ଆଲୋଚନା

284 Viewsନୂଆଦିଲ୍ଲୀ: ଜାମ୍ବିଆ ରାଷ୍ଟ୍ରପତି ଏଡ଼ଗର ଲୁଙ୍ଗୁ ତିନିଦିନିଆ ଭାରତ ଗସ୍ତରେ ଆସିଛନ୍ତି | ଆଜି ତାଙ୍କୁ ରାଷ୍ଟ୍ରପତି ଭବନରେ ସ୍ୱାଗତ କରାଯାଇଥିବାବେଳେ ଏହି…