କୃଷକଙ୍କ ଆୟ ବଢ଼ାଇବା ପାଇଁ ଆରମ୍ଭ ହେଲା ଯୋଜନା, ଭିଡିଓ କନ୍ଫରେନ୍ସିଂ ଜରିଆରେ ପାଇଲଟ୍ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ
310 Viewsନବରଙ୍ଗପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଲୋକସେବା ଭବନରେ ଭିଡିଓ କନ୍ଫରେନ୍ସିଂ ଜରିଆରେ କୃଷି କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ ଦ୍ୱାରା ଜିଲ୍ଲାର…
