ବିଜେପୁର ଲାଗି ବିଜେଡି, ବିଜେପି ଓ କଂଗ୍ରେସ ଜାରି କଲେ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା: ନିଜ ଦଳର ମଙ୍ଗ ଧରିବେ ନବୀନ, ଧର୍ମେନ୍ଦ୍ର ଓ ନିରଞ୍ଜନ
263 Viewsଭୁବନେଶ୍ବର : ଆସନ୍ତା ୨୧ରେ ବିଜେପୁର ଉପନିର୍ବାଚନ ଅନୁଷ୍ଠିତ ହେବ । ରାଜ୍ୟର ପ୍ରମୁଖ ରାଜନୈତିକ ଦଳଗୁଡିକ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି…
