Sat. Oct 24th, 2026

Breaking

କଲୁଙ୍ଗା, ରାଜଗାଙ୍ଗପୁର ଓ ଲାଠିକଟା ଅଞ୍ଚଳରେ ହାତୀ ଉପଦ୍ରବ : ୧ ମୃତ

384 Viewsରାଉରକେଲା, ୨୩ା୧୦ : ସୁନ୍ଦରଗଡ ରାଜସ୍ୱ ଜିଲ୍ଲା ଅଧିନରେ ରାଜଗାଙ୍ଗପୁର ବ୍ଲକର ସୋନାଖାନ ଅଞ୍ଚଳରେ ଜଙ୍ଗଲିଆ ହାତୀମାନଙ୍କର ଉତ୍ପାତରେ ଗୋବର୍ଦ୍ଧନ ଲାକ୍ରା ନାମକ…

ଶ୍ରମିକ ଆନ୍ଦୋଳନ, ସାହିତ୍ୟ, ସାମାଜିକ ଓ ସଂସ୍କୃତି କ୍ଷେତ୍ରରେ ସ୍ୱର୍ଗତ ବାରିକଙ୍କ ଅବଦାନ ଚିର ସ୍ମରଣୀୟ

275 Viewsରାଉରକେଲା, ୨୩ା୧୦ : ଶ୍ରମିକ ଆନ୍ଦୋଳନ, ସାହିତ୍ୟ, ସାମାଜିକ ଓ ସଂସ୍କୃତି କ୍ଷେତ୍ରରେ ସ୍ୱର୍ଗତ ବିଦ୍ୟାଧର ବାରିକଙ୍କ ଅବଦାନ ଚିରସ୍ମରଣୀୟ ହୋଇ ରହିବ…

କ୍ୟୁଏସ୍ ବ୍ରିକ୍ସ ୟୁନିଭର୍ସିଟି ର‌୍ୟାକିଂରେ ଏନ୍ଆଇଟିର ସ୍ଥାନ ହାସଲ

216 Viewsରାଉରକେଲା, ୨୩ା୧୦ : କ୍ୟୁଏସ୍ ବ୍ରିକ୍ସ ବିଶ୍ୱବିଦ୍ୟାଳୟ ୟୁନିଭର୍ସିଟି ର‌୍ୟାକିଂ ୨୦୧୯ରେ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍ଆଇଟି), ରାଉରକେଲା ସମସ୍ତ ବର୍ଗରେ ୧୨୧ତମ…

ବିଭିନ୍ନ ଶିଳ୍ପାନୁଷ୍ଠାନରେ ସିଆଇଟିୟୁ ନେତୃତ୍ୱରେ ଶ୍ରମିକଙ୍କ ବୋନସ୍ ଚୁକ୍ତିନାମା ସ୍ୱାକ୍ଷରିତ

235 Viewsରାଉରକେଲା, ୨୩ା୧୦ : ସୁନ୍ଦରଗଡ ଜିଲାର ବିଭିନ୍ନ ଶିଳ୍ପାନୁଷ୍ଠାନରେ ଦୁର୍ଗାପୂଜା ପୂର୍ବରୁ ଶ୍ରମିକମାନଙ୍କୁ ବାର୍ଷିକ ବୋନସ୍ ମିଳିଥାଏ । ଚଳିତ ବର୍ଷ ଜିଲାର…

ପାଶ୍ୱର୍ାଞ୍ଚଳ ଛାତ୍ରଛାତ୍ରୀଙ୍କୁ ଏକ ଉକ୍ରଳ ଭବିଷ୍ୟତର ଲକ୍ଷ୍ୟ ଓ ସ୍ୱପ୍ନ ହାସଲରେ ସହାୟତା ଦେଉଛି ଆରଏସପି ସିଏସଆର ମେଧାବୃତ୍ତି ଯୋଜନା

266 Viewsରାଉରକେଲା, ୨୩ ।୧୦ : ମୁଁ ବହୁତ ଆନନ୍ଦିତ । ଆରଏସପି ଦ୍ୱାରା ପ୍ରଦତ୍ତ ମେଧାବୃତ୍ତି ଏକ ବୃହତ ସଫଳତା ଏବଂ ଗୌରବର…

ରେଳବାଇ ଏଲ୍ଏଚ୍ବି କୋଚ ନିମନ୍ତେ ଉଚ୍ଚ ଗୁଣମାନ ଯୁକ୍ତ ହ୍ୱିଲ ଯୋଗାଇ ଦେବା ପାଇଁ ସେଲ ପ୍ରସ୍ତୁତ : ସେଲ ଅଧ୍ୟକ୍ଷ

259 Viewsରାଉରକେଲା, ୨୩ ।୧୦ : ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ୍(ସେଲ୍)ର ଅଧ୍ୟକ୍ଷ ଅନୀଲ କୁମାର ଚୌଧୁରୀ କମ୍ପାନୀ ସାମୁଦାୟିକଙ୍କ ସହିତ ତାଙ୍କର…

ଅଯୋଧ୍ୟାକୁ ପଥର ନେଇ ଆସୁଛି ଆହୁରି ୭୦ଟି ଟ୍ରକ୍‌: ବିଶ୍ୱ ହିନ୍ଦୁ ପରିଷଦ୍‌

357 Views ଅଯୋଧ୍ୟା: ପଥର ନେଇ ଆସୁଥିବା ଆହୁରି ୭୦ଟି ଟ୍ରକ୍‌ ଖୁବ୍‌ ଶୀଘ୍ର ପହଞ୍ଚିବେ ବୋଲି ଅଯୋଧ୍ୟାରେ ଥିବା ବିଶ୍ୱ ହିନ୍ଦୁ ପରିଷଦ୍‌ର…

ଦୁର୍ଘଟଣା ଘଟାଇ ବି ସୁରକ୍ଷିତ

361 Views କାର୍ଯ୍ୟକାରୀ ହୋଇପାରୁନି ଡିଏଲ୍‌ ଅସ୍ଥାୟୀ ନାକଚ ନିର୍ଦ୍ଦେଶ, କ୍ରାଇମ୍‌ବ୍ରାଞ୍ଚ ଏଡିଜିଙ୍କୁ ପରିବହନ କମିସନର‌୍‌ଙ୍କ ଚିଠି କଟକ: ରେକର୍ଡ କହୁଛି ରାଜ୍ୟରେ ପ୍ରତ୍ୟେକ…