ଘୋଷଣା ହେଲା ଆଇସିସି ଟି-୨୦ ବିଶ୍ଵକପର କାର୍ଯ୍ୟସୂଚୀ, ଜାଣନ୍ତୁ କେଉଁ ଦିନ କାହା ସହ ଭାରତର ମୁକାବିଲା
366 Viewsନୂଆଦିଲ୍ଲୀ,ଜାନୁଆରୀ୨୯: ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ(ଆଇସିସି) ୨୦୨୦ ଟି-୨୦ ବିଶ୍ଵ କପ(ମହିଳା-ପୁରୁଷ)ର କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି ବିଶ୍ଵ କପର ଆୟୋଜନ ଅଷ୍ଟ୍ରେଲିଆ କରିବ।…
