‘ରାସ୍ତାରେ ଶୋଇବାକୁ ପ୍ରସ୍ତୁତ’: ସ୍କୁଲ୍ରେ ରାତ୍ରୀଯାପନ ପୂର୍ବରୁ କହିଲେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ
342 Viewsବେଙ୍ଗାଲୁରୁ: ଶୁକ୍ରବାର ଦିନ ପ୍ରବଳ ବର୍ଷା ଯୋଗୁଁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀଙ୍କ କାଲାବୁରାଗି ଜିଲ୍ଲାର ଅଫ୍ଜଲ୍ପୁର ତାଲୁକ ଅନ୍ତର୍ଗତ ହେରୁର (ଖ)…
