Fri. Sep 18th, 2026

2020

ପଟିଆଲା କୋର୍ଟରେ ଅନୁଭବ ଦାଖଲ କରିଥିବା 47 ପୃଷ୍ଠାର ପିଟିସନରେ ରହିଛି ଏଭଳି ଗୁରୁତର ଅଭିଯୋଗ

300 Viewsଭୁବନେଶ୍ବର, ସେପ୍ଟେମ୍ବର ୦୬ : ଜୁଲାଇ 16ରୁ କେନ୍ଦ୍ରାପଡା ସାଂସଦ ତଥା ବଲିଉଡ ଅଭିନେତା ପଟିଆଲା କୋର୍ଟରେ ଦାଖଲ କରିଥିବା 47 ପୃଷ୍ଠାର…

କରୋନା ଟୀକା କୋଭାକ୍ସିନ ପରୀକ୍ଷଣର ଦ୍ବିତୀୟ ପର୍ଯ୍ୟାୟକୁ ଅନୁମୋଦନ, 380 ସ୍ବେଚ୍ଛାସେବୀଙ୍କ ଉପରେ ପରୀକ୍ଷା

312 Viewsନୂଆଦିଲ୍ଲୀ, ସେପ୍ଟେମ୍ବର ୦୬ : କରୋନା ଜୀବାଣୁ ରୋକିବା ପାଇଁ ‘ଭାରତ ବାୟୋଟେକ୍’ ଦ୍ୱାରା ପ୍ରସ୍ତୁତ ସ୍ୱଦେଶୀ ‘କୋଭାକ୍ସିନ’ର ପରୀକ୍ଷଣର ଦ୍ୱିତୀୟ ପର୍ଯ୍ୟାୟକୁ…

ଦେଶରେ 42 ଲକ୍ଷ ଅତିକ୍ରମ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଗତ 24 ଘଣ୍ଟାରେ 90,802ଟି ନୂଆ ପଜିଟିଭ ଚିହ୍ନଟ

372 Viewsନୂଆଦିଲ୍ଲୀ, ସେପ୍ଟେମ୍ବର ୦୭ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସୋମବାର ସୁଦ୍ଧା ଦେଶରେ ମୋଟ…

ଏନସିବି ଅଧିକାରୀଙ୍କ ପୁଣି ଆଜି ସମ୍ମୁଖୀନ ହେବେ ରିୟା ଚକ୍ରବର୍ତ୍ତୀ

278 Viewsମୁମ୍ବାଇ, ସେପ୍ଟେମ୍ବର ୦୭ : ରିୟା ଚକ୍ରବର୍ତ୍ତୀଙ୍କୁ ଆଜି ପୂର୍ବାହ୍ନ ସାଢ଼େ ୧୦ଟାରେ ପୁଣି ଥରେ ନାର୍କୋଟସ କଣ୍ଟ୍ରୋଲ ବ୍ୟୁରୋ (ଏନସିବ) ସମ୍ମୁଖରେ…

ଜାପାନ: ବାତ୍ୟା ଭୟରେ ୮ ଲକ୍ଷ ଲୋକ ସ୍ଥାନାନ୍ତର, ୧୦୦ ବିମାନ ଉଡାଣ ବାତିଲ

376 Viewsଟୋକିଓ, ସେପ୍ଟେମ୍ବର ୦୭ : ଜପାନ ସରକାର ମହାବାତ୍ୟା ଭୟରେ ଦେଶର ୮ ଲକ୍ଷ ୧୦ ହଜାର ଲୋକଙ୍କୁ ଉପକୂଳବର୍ତ୍ତୀ ଅଂଚଳରୁ ସୁରକ୍ଷିତ…

ବର୍ଷାଙ୍କ ବିରୋଧରେ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ପିଟିସନ୍ ଦାଖଲ କଲେ ଅନୁଭବ ମହାନ୍ତି

320 Viewsଭୁବନେଶ୍ବର, ସେପ୍ଟେମ୍ବର ୦୬ : ବର୍ଷା ଓ ଅନୁଭବଙ୍କ ବିଚ୍ଛେଦ ମାମଲାରେ ନୂଆ ଏକ ମୋଡ ଆସିଥିବା ଜଣାପଡିଛି । ଜୁଲାଇ 16ରୁ…

କରୋନା: ଆମେରିକାରେ ନେଲାଣି ୧.୯୨ ଲକ୍ଷ ଲୋକଙ୍କ ଜୀବନ, ୬୪ ଲକ୍ଷ ଆକ୍ରାନ୍ତ

352 Viewsନୂଆଦିଲ୍ଲୀ, ସେପ୍ଟେମ୍ବର ୦୬ : ମହାମାରୀ କରୋନା ଭାଇରସ ଯୁକ୍ତରାଷ୍ଟ୍ର ଆମେରିକାରେ ଅଧିକ କାୟା ବିସ୍ତାର କରିଛି । ଏଠାରେ ୬୪ ଲକ୍ଷ…

କରୋନା ମହାମାରୀ ଥିବା ଯାଏଁ ଟ୍ରେନର ଏସି କୋଚରେ ଯାତ୍ରୀଙ୍କୁ ମିଳିବନି କମ୍ବଳ-ବେଡସିଟ!

275 Viewsନୂଆଦିଲ୍ଲୀ, ସେପ୍ଟେମ୍ବର ୦୬ : କରୋନା ଭାଇରସ ମହାମାରୀ ସଂକଟ ଥିବା ଯାଏଁ ଟ୍ରେନର ଏସି କୋଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ କମ୍ବଳ…

ପାକିସ୍ତାନର ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ: ଜଣେ ଯବାନ ଶହିଦ, ୨ ଜଣ ଆହତ

256 Viewsଶ୍ରୀନଗର, ସେପ୍ଟେମ୍ବର ୦୬ : ଜମ୍ମୁ କଶ୍ମୀରର କୁପଓ୍ଵାଡା ଜିଲ୍ଲାର ନାଓଗାଁ ସେକ୍ଟରରେ ଶନିବାର ଭାରତୀୟ ସେନାର ଜଣେ ଯବାନ ଶହିଦ ହୋଇଛନ୍ତି।…

ଉତ୍ତରପ୍ରଦେଶ: କୁଖ୍ୟାତ ଅପରାଧୀ ଆଶୁ ଜାଟ ମୁମ୍ବାଇରୁ ଗିରଫ

417 Viewsନୂଆଦିଲ୍ଲୀ, ସେପ୍ଟେମ୍ବର ୦୬ : ମିର୍ଚ୍ଚି ଗ୍ୟାଙ୍ଗର ମୁଖ୍ୟ ଏବଂ ଅଢ଼େଇ ଲକ୍ଷ ଟଙ୍କା ପୁରସ୍କାର ଘୋଷିତ କୁଖ୍ୟାତ ଅପରାଧୀ ଆଶୁ ଜାଟକୁ…