Sat. Oct 10th, 2026

August 2019

ପୃଥିବୀକୁ ରକ୍ଷା କରିବା ପାଇଁ କମ୍‌ ମାଂସ ଖାଆନ୍ତୁ, କମ୍‌ ଖାଦ୍ୟ ନଷ୍ଟ କରନ୍ତୁ: ଜାତିସଂଘ

290 Viewsନୂଆଦିଲ୍ଲୀ : ଜାତିସଂଘ ଦ୍ୱାରା ପ୍ରକାଶିତ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ରିପୋର୍ଟରେ ବୈଜ୍ଞାନିକମାନେ କହିଛନ୍ତି ଯେ କମ୍‌ ମାଂସ ଖାଇବା ଏବଂ କମ୍‌…

ସୀମାରେ ସୁରକ୍ଷା ଯୋଗାଉଥିବା ଯବାନଙ୍କ ପାଇଁ ସେନା ଅଫିସକୁ ରାଖୀ ପଠାଇଲେ ଯାଜପୁରର କଲେଜ ଛାତ୍ରୀ

262 Viewsଯାଜପୁର: ଆସୁଛି ସ୍ନେହ ଓ ବନ୍ଧନର ପର୍ବ ରକ୍ଷାବନ୍ଧନ । ଭଉଣୀ ନିଜର ସୁରକ୍ଷା ପାଇଁ ଭାଇ ହାତରେ ରାଖୀ ବାନ୍ଧିଥାଏ।ଯେଉଁମାନେ ଦେଶ…

ଦୁର୍ଘଟଣା ଘଟାଇ ପିକ୍‌ ଅପ୍‌ ଭ୍ୟାନ୍‌ ଡ୍ରାଇଭର୍ ଫେରାର୍

209 Viewsନୀଳଗିରି : ବାଲେଶ୍ୱର ଜିଲ୍ଲାର ନୀଳଗିରିରେ ଦୁର୍ଘଟଣା ଘଟିଥିବାର ଖବର ମିଳିଛି । ନୀଳଗିରି ଖନ୍ତାପଡ଼ା ଥାନା ଅନ୍ତର୍ଗତ ଅଳସୁଆଁ ନିକଟରେ ଏକ…

ଓ୍ଵିଇଲୋ ଗ୍ରୋଭ୍‌: ଗୁୁରୁବାର ସକାଳେ ଫିଲାଡେଲ୍‌ଫିଆର ଉପନଗରରେ ଗୋଟାଏ ଘରପଛ ବାରିରେ ଛୋଟ ବିମାନଟିଏ ଦୁର୍ଘଟଣାଗ୍ରସ୍ତ ହୋଇ ପଡ଼ିଯିବାରୁ ସେଥିରେ ଥିବା ଜଣେ ସ୍ୱାମୀ, ତାଙ୍କ ସ୍ତ୍ରୀ ଏବଂ ସେମାନଙ୍କର ୧୯ ବର୍ଷୀୟ ଝିଅଙ୍କର ମୃତ୍ୟୁ ଘଟିଛି। ମୃତବ୍ୟକ୍ତିମାନେ ହେଲେ ୬୦ ବର୍ଷିୟ ଯଶବୀର ଖୁରାନା, ତାଙ୍କ ୫୪ ବର୍ଷୀୟ ପତ୍ନୀ ଦିବ୍ୟା ଖୁରାନା ଏବଂ କନ୍ୟା କିରଣ। ସେମାନେ ଫିଲାଡେଲ୍‌ଫିଆ ଉପନଗର ଅନ୍ତର୍ଗତ ଲୋଅର୍‌ ମେରିଅନ୍‌ ଟାଉନ୍‌ସିପ୍‌ର ବାସିନ୍ଦା। ୨୦୦୨ରୁ ଡକ୍ଟର୍‌ ଖୁରାନା ଥିଲେ ଟେମ୍ପଲ୍‌ ୟୁନିଭର୍ସିଟିର କାଜ୍‌ ସ୍କୁଲ୍‌ ଅଫ୍‌ ମେଡିସିନ୍‌ରେ ପାଥୋଲଜି ଆଣ୍ଡ୍‌ ଲାବରେଟରିର ପ୍ରଫେସର। ତାଙ୍କ ପତ୍ନୀ ଦିବ୍ୟା ଥିଲେ ସେଣ୍ଟ୍‌ ଖ୍ରିଷ୍ଟୋଫର୍‌ସ୍‌ ହସ୍‌ପିଟାଲ୍‌ ଫର୍‌ ଚିଲ୍‌ଡ୍ରେନ୍‌ରେ ପେଡିଆଟ୍ରିକ୍‌ ନ୍ୟୁରୋଲଜିଷ୍ଟ୍‍। Image Source: The Star ଉତ୍ତରପୂର୍ବ ଫିଲାଡେଲ୍‌ଫିଆର ବିମାନବନ୍ଦରରୁ ଓହିଓର କଲମ୍ବସ୍‌ ଯିବା ପାଇଁ ଉଡ଼ାଣ ଆରମ୍ଭ କରିବାର ଅଳ୍ପ ସମୟ ପରେ ଫିଲାଡେଲଫିଆର ଉତ୍ତରକୁ ପ୍ରାୟ ୫୦ କିଲୋମିଟର୍‌ ଦୂରସ୍ଥିତ ଓ୍ଵିଲୋ ଗ୍ରୋଭ୍‌ରେ ବିମାନଟି ଖସି ପଡ଼ିଥିଲା। ତଳେ ପଡ଼ିବା ପୂର୍ବରୁ ବିମାନଟି କେତେଗୁଡ଼ିଏ ଗଛରେ ପିଟି ହୋଇଥିଲା। ବିମାନର ଭଗ୍ନାଂଶ ସବୁ ଚାରି ଜଣଙ୍କ ବାଡ଼ିରେ ପଡ଼ିଛି ବୋଲି ଅପର୍‌ ମୋର୍‌ଲାଣ୍ଡ୍‌ ପୁଲିସ ମୁଖ୍ୟ ମାଇକେଲ୍‌ ମର୍ଫି କହିଛନ୍ତି। ଭାଗ୍ୟକୁ ତଳେ କୌଣସି ବ୍ୟକ୍ତି ମୃତାହତ ହୋଇ ନାହାନ୍ତି କି, କୌଣସି ଘରବାଡ଼ି ନଷ୍ଟ ହୋଇ ନାହାନ୍ତି।

307 Viewsନୂଆଦିଲ୍ଲୀ : ଗୁରୁବାର ଦିନ ଓ୍ଵାଘା ସୀମାନ୍ତ ଠାରେ ପାକିସ୍ତାନ ସରକାରୀ କର୍ତ୍ତୃପକ୍ଷମାନଙ୍କ ଦ୍ୱାରା ଅଟକ ରହିଥିବା ସମ୍‌ଝୌତା ଏକ୍ସପ୍ରେସ୍‌ ଶୁକ୍ରବାର ସକାଳ…

ଘରପଛ ବାରିରେ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ସ୍ୱାମୀ, ସ୍ତ୍ରୀ ଓ ସେମାନଙ୍କ ୧୯ ବର୍ଷୀୟ ଝିଅ ମୃତ

219 Viewsଓ୍ଵିଇଲୋ ଗ୍ରୋଭ୍‌ : ଗୁୁରୁବାର ସକାଳେ ଫିଲାଡେଲ୍‌ଫିଆର ଉପନଗରରେ ଗୋଟାଏ ଘରପଛ ବାରିରେ ଛୋଟ ବିମାନଟିଏ ଦୁର୍ଘଟଣାଗ୍ରସ୍ତ ହୋଇ ପଡ଼ିଯିବାରୁ ସେଥିରେ ଥିବା…

ଧାରା ୩୭୦ର ଉଚ୍ଛେଦ ବିରୋଧରେ ଆଗତ ମାମଲାର ଜରୁରୀ ଶୁଣାଣି କରିବାକୁ ମନାକଲେ ସୁପ୍ରିମ୍‌ କୋର୍ଟ

336 Viewsନୂଆଦିଲ୍ଲୀ: ଜମ୍ମୁ- କଶ୍ମୀରରୁ ସମ୍ବିଧାନର ଧାରା ୩୭୦କୁ ଉଚ୍ଛେଦକୁ ବିରୋଧ କରି ସୁପ୍ରିମ୍‌ କୋର୍ଟରେ ଆଗତ ହୋଇଥିବା ଏକ ମାମଲାର ଜରୁରୀ ଶୁଣାଣି…

ମୋଦୀ ସରକାର କମାଇଲେ କାରର ମୂଲ୍ୟ, ଜାଣନ୍ତୁ କେଉଁ କାର ସବୁ ଶସ୍ତା ହେଲା

227 Viewsନୂଆଦିଲ୍ଲୀ: ମୋଦୀ ସରକାର ଭାରତରେ ଇଲେକ୍ଟ୍ରିକ ଗାଡିକୁ ପ୍ରୋତ୍ସାହନ ଦେବାକୁ ଲାଗିପଡିଛନ୍ତି | ଏଥିପାଇଁ ବଜେଟରେ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ସହ ଜିଏସଟିରେ…