Mon. May 20th, 2024

ରଘୁରାମ ରାଜନଙ୍କ ନୀତି କାରଣରୁ ବିକାଶରେ ହୋଇଥିଲା କ୍ଷିପ୍ର ଗତି ; ନୀତି ଆୟୋଗ

By Naresh Kumar Sep 3, 2018 #Featured
199 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୦୩ : ମୋଦୀ ସରକାରଙ୍କ କାର୍ଯ୍ୟକାଳରେ ଦେଶର ଅର୍ଥ ବ୍ୟବସ୍ଥାରେ ଉନ୍ନତି ହୋଇଛି । ୨୦୧୩-୧୪ ସମୟରେ ଭାରତର ଆର୍ଥିକ ବିକାଶ ଦର ୪.୭ଥିଲା, ଯାହାକି ଏବେ ୭.୭କୁ ବୃଦ୍ଧି ହୋଇଛି । ନୀତି ଆୟୋଗର ଅଧ୍ୟକ୍ଷ ରାଜୀବ କୁମାରଙ୍କ କହିବା ଅନୁଯାୟୀ, ଆରବିଆଇର ପୂର୍ବ ଗଭର୍ଣ୍ଣର ରଘୁରାମ ରାଜନଙ୍କ ନୀତି କାରଣରୁ ବିକାଶର ଦର କମ ଥିଲା ।

ନୋଟବନ୍ଦୀ ବିକାଶକୁ କ୍ଷୀପ୍ର କରି ଦେଇଛି ଏହାର ଉତରରେ କହିଛନ୍ତି କି, ସେ ଆଶ୍ଚର୍ଯ୍ୟ ହେଉଛନ୍ତି କି, ପି ଚିଦାମ୍ବରମ ଏବଂ ମନମୋହନ ସିଂହଙ୍କ ଭଳି ଲୋକମାନେ ଏଭଳି ମନ୍ତବ୍ୟ ଦେଇଛନ୍ତି । ତାଙ୍କ ମୁତାବକ, ନୋଟବନ୍ଦୀ କାରଣରୁ ବିକାଶରେ କମ୍ ହୋଇ ନାହିଁ ବରଂ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଏନପିଏର ବୃଦ୍ଧି ହୋଇ ବିକାଶର ମଧ୍ୟ ବୃଦ୍ଧି ହୋଇଛି ।

Related Post