Mon. May 20th, 2024

ହୀରାକୁଦର ୧୦ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

By Manas Sep 3, 2018 #Featured
198 Views

ସମ୍ବଲପୁର , ସେପ୍ଟେମ୍ବର ୩ : ହାରାକୁଦ ଜଳଭଣ୍ଡାରରୁ ଆଜି ୧୦ ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ଗତକାଲି ୫ ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିବାବେଳେ ଆଜି ଆଉ ୫ ଟି ଗେଟ ଖୋଲାଯାଇଛି। ବର୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୪.୭୭ ଫୁଟ ରହିଥିବାବେଳେ ପ୍ରତି ସେକେଣ୍ଡରେ ୨ ଲକ୍ଷ ୪ ହଜାର ୫୫୬ କ୍ୟୁସେକ ଜଳ ପ୍ରବେଶ କରୁଛି ଓ ୧ ଲକ୍ଷ ୫୮ ହଜାର ୬୬୬ କ୍ୟୁସେକ ଦଳ ନିଷ୍କାସିତ ହେଉଛି ।

By Manas

Related Post