Mon. Aug 3rd, 2026

ମୟୂରଭଞ୍ଜ: ଗାଁ’ମୁଣ୍ଡ ଗଛରେ ଯୁବକଙ୍କ ଝୁଲନ୍ତା ଶବ

223 Views

ରାଇରଙ୍ଗପୁର  : ରବିବାର ସକାଳେ ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ କଣ୍ଟାବଣି ଗାଁ’ମୁଣ୍ଡର ଗୋଟାଏ ଗଛରେ ଜଣେ ଯୁବକଙ୍କ ଶବ ଝୁଲୁଥିବା ଲୋକେ ଦେଖିଛନ୍ତି। ମୃତ ଯୁବକଙ୍କ ପରିଚୟ ମିଳି ପାରିନାହିଁ। ସେ ଆତ୍ମହତ୍ୟା କରିଛନ୍ତି ବୋଲି ପାରିପାର୍ଶ୍ୱିକ ସ୍ଥିତିରୁ ଜଣା ପଡ଼ିଛି। ଘଟଣାସ୍ଥଳରେ ହଳେ ଚପଲ ଓ ଗୋଟାଏ ସାଇକେଲ୍‌ ଥିବା ଜଣାପଡ଼ିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

By amfnews

Related Post