Sun. Oct 18th, 2026

ଭିଜିଲାନ୍ସ ଜାଲରେ ସମବାୟ ସମିତି ସମ୍ପାଦକ

207 Views

ପଦ୍ମପୁର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବୁଡ଼େନ ସେବା ସମବାୟ ସମିତିର ସମ୍ପାଦକ ଖଗେଶ୍ୱର ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି। ତାଙ୍କର ବୁଡେନ ଗାଁରେ ଥିବା ଦୁଇଟି ଘର, ପଦ୍ମପୁରର ଦୁଇଟି ଘର, କାର୍ଯ୍ୟାଳୟ ଏବଂ ବେଲପଡା ବ୍ଲକରେ ଥିବା ଶଶୁର ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି। ଚଢ଼ଉ ଜାରି ରହିଥିବାରୁ ସମ୍ପତ୍ତିର ଆକଳନ କରାଯାଇ ନଥିବା ବରଗଡ଼ ଭିଜିଲାନ୍ସ ଡିଏସପି ବିରେନ୍ଦ୍ର କୁମାର ନାୟକ ସୂଚନା ଦେଇଛନ୍ତି।

By amfnews

Related Post