Fri. Oct 16th, 2026

ଭିଜିଲାନ୍ସ ଜାଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ

442 Views

ଧାମନଗର, ୧ ଜାନୁଆରୀ: ଧାମନଗର ବ୍ଲକ ଦୋବଲ ପଞ୍ଚାୟତ ନିର୍ବାହୀ ଅଧିକାରୀ ବୈଦେହୀ ମୁଣ୍ଡାଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଭଦ୍ରକ ଭିଜିଲାନ୍ସ ଟିମ୍‌ ଗିରଫ କରିଛି। ଡ୍ରେନ୍ କାମର ବିଲ୍‌ କରାଇଦେବା ଲାଗି ବୈଦେହୀ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏତିକି ବେଳେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଭିଜିଲାନ୍ସ ଟିମ୍‌ ତାଙ୍କୁ ଟଙ୍କା ସହ ଧରିଥିଲା।

By amfnews

Related Post