Wed. Oct 14th, 2026

ବିଧାୟକ ମହେଶ୍ୱର ମହାନ୍ତିଙ୍କ ଘରେ ବ୍ୟାପକ ଭଙ୍ଗାରୁଜା

242 Views

ପୁରୀ : ପୁରୀ ବିଧାୟକ ତଥା ରାଜସ୍ୱ ମନ୍ତ୍ରୀଙ୍କ ଘରେ ଅାନ୍ଦୋଳନକାରୀଙ୍କ ଲଙ୍କାକାଣ୍ଡ। ବିଧାୟକ ମହେଶ୍ୱର ମହାନ୍ତିଙ୍କ ଘରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି ଅାନ୍ଦୋଳନକାରୀ। ଘରେ ପଶି ଭଙ୍ଗାରୁଜା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଧାଡି ଦର୍ଶନ ବ୍ୟବସ୍ଥାକୁ ବନ୍ଦ କରିବାକୁ ନେଇ ନାରାବାଜି କରିଥିଲେ ଭକ୍ତ। ପୁରୀ ଏସ୍‌ପିଙ୍କ ବାସଭବନ ଅାଗରେ ମଧ୍ୟ ଶତାଧିକ ସଂଖ୍ୟାରେ ରୁଣ୍ଡ ହୋଇଥିଲେ। ଅାନ୍ଦୋଳନକାରୀ ପ୍ରଶାସନ ବିରୋଧୀ ନାରାବାଜି ସହ ଏସ୍‌ପିଙ୍କ ଅାବାସିକ କାର୍ଯ୍ୟାଳୟ ଉପରକୁ ଟେକା ପଥର ମାଡ଼ କରିଥିଲେ ଅାନ୍ଦୋଳନକାରୀ ।

By amfnews

Related Post