Sat. Aug 22nd, 2026

ବିଜେପିର ବନ୍ଦ ଡାକରା

264 Views

ସୁନ୍ଦରଗଡ଼, ୧୨ା୧୧: ଆଜି ବିଜେପି ପକ୍ଷରୁ ବଣାଇ ବନ୍ଦ ଡାକରା ଦିଆଯାଇଛି। ବ୍ଲକକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଦଳ।

ଏହାକୁ ନେଇ ଆଜି ବିଜେପି କର୍ମୀମାନେ ଏନ୍ଏଚ୍ ୧୪୩ ଏବଂ ୨୧୫କୁ ଅବରୋଧ କରିଛନ୍ତି। ଫଳରେ ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ଯାନବାହନ ଅଟକି ରହିଛି।କେବଳେ ସେତିକି ନୁହେଁ, ସହରର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରୁଛି ବିଜେପି। ଏଥିପାଇଁ ସହରର ବିଭିନ୍ନ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବଣାଇ ବ୍ଲକକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା,  ବିମଳାଗଡ଼-ତାଳଚେର ରେଳପଥ ନିର୍ମାଣ ତ୍ୱରାନ୍ୱିତ ଭଳି ୬ଟି ଦାବି ନେଇ ବନ୍ଦ ଡାକରା ଦିଆଯାଇଛି।

By amfnews

Related Post