Fri. Sep 11th, 2026

ପାଟକୁରା ନିର୍ବାଚନ ଭୋଟ୍‌ ଗଣତି: ଦ୍ୱାଦଶ ରାଉଣ୍ଡ୍‌ରେ ବିଜେଡି ୧୬, ୧୪୪ ଭୋଟ୍‌ରେ ଆଗୁଆ

302 Views

କେନ୍ଦ୍ରାପଡ଼ା : ପାଟକୁରା ବିଧାନସଭା ଆସନର ଦ୍ୱାଦଶ ରାଉଣ୍ଡ୍‌ ଭୋଟ୍‌ ଗଣନାରେ ବିଜେଡିର ପ୍ରାର୍ଥିନୀ ସାବିତ୍ରୀ ଅଗ୍ରଓ୍ଵାଲ୍‌ ୧୬, ୧୪୪ ଖଣ୍ଡ ଭୋଟ୍‌ରେ ଆଗୁଆ ଅଛନ୍ତି।ବିଜେଡି ପ୍ରାର୍ଥିନୀଙ୍କ ସପକ୍ଷରେ ୬୯୬୯୬ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ବିଜେପି ସପକ୍ଷରେ ଯାଇଛି ୫୩୫୫୨ ଖଣ୍ଡ ଭୋଟ୍‌। କଂଗ୍ରେସ ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ ପାଇଛନ୍ତି ମାତ୍ର ୧୬୯୩ ଖଣ୍ଡ ଭୋଟ୍‌।

By amfnews

Related Post