Sun. Oct 4th, 2026

ଚୋରି ଅଭିଯୋଗରେ ୩ ନାବାଳକ ସୁଧାର ଗୃହ ଗଲେ

187 Views

ଚନ୍ଦ୍ରଶେଖରପୁର : ଡମଣା ହାଟ ଓ ଶୈଳଶ୍ରୀବିହାର ଜନଗହଳି ସ୍ଥାନରୁ ଲୋକଙ୍କ ହତାରୁ ମୋବାଇଲ୍ ‌ଫୋନ୍ ଝାମ୍ପି ନେଇ ଚମ୍ପଟ ମାରୁଥିବା ୩ଜଣ ନାବାଳକଙ୍କୁ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ କାବୁ କରି ବାଳ ସୁଧାର ଗୃହକୁ ପଠାଇଛି। ସେମାନଙ୍କ ଅଭିଭାବକଙ୍କୁ ପୁଲିସ୍ ଥାନାକୁ ଡାକି ତାଗିଦ୍ କରିବା ସହ ଏପରି ନକରିବା ପାଇଁ ପରାର୍ମଶ ଦେଇଛି।

By amfnews

Related Post