Sun. Oct 4th, 2026

ଏୟାର ମାର୍ଶଲ ରାଜେଶ କୁମାର ହେବେ ନୂତନ ମୁଖ୍ୟ ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡର

337 Views

ନୂଆଦିଲ୍ଲୀ, ଜାନୁଆରୀ 31 : ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡର ମୁଖ୍ୟ ଏୟାର ମାର୍ଶଲ ଏନଏସ ଧିଲନ୍ ଆଜି ନିଜ କାର୍ଯ୍ୟରୁ ଅବସର ଗ୍ରହଣ କରିବେ । ତେବେ ସୁଚନା ଅନୁସାରେ ତାଙ୍କ ସ୍ଥାନରେ ଏୟାର ମାର୍ଶଲ ରାଜେଶ କୁମାର ନିଯୁକ୍ତି ପାଇବେ । ରାଜେଶ କୁମାର ୧୯୮୧ ଡିସେମ୍ବରରେ ଭାରତୀୟ ବାୟୁସେନାରେ ଯୁଦ୍ଧ ବିମାନ ପାଇଲଟ୍ ଭାବରେ ନିଯୁକ୍ତ ହୋଇଥିଲେ। ଏବଂ ଡିଫେନ୍ସ ଏକାଡେମୀ, ଡିଫେନ୍ସ ସର୍ଭିସ ଷ୍ଟାଫ କଲେଜ ଏବଂ ନ୍ୟାସନାଲ ଡିଫେନ୍ସ କଲେଜରୁ ସ୍ନାତକ ଡିଗ୍ରି ହାସଲ ମଧ୍ୟ କରିଛନ୍ତି

By amfnews

Related Post