Tue. Oct 6th, 2026

ଆପଣମାନେ ଦେଖିବେ; ଆମେ ବହୁତ ଭଲ କରିବୁ: ନବୀନ ପଟ୍ଟନାୟକ

420 Views

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ ବହୁତ ଭଲ କରିବ ବୋଲି ସୋମବାର ଦିନ ଦଳର ମୁଖ୍ୟ ନବୀନ ପଟ୍ଟନାୟକ କହିଛନ୍ତି।

ଓଡ଼ିଶାରେ ନିର୍ବାଚନ ଫଳାଫଳ ତ୍ରିପୁରା ଭଳି ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି କହିଛନ୍ତି।

By amfnews

Related Post