Sat. Aug 22nd, 2026

Featured

ସଂଗ୍ରହାଳୟରେ ରହିଛି ଖୋଳପା, କୁଆଡ଼େ ଗଲେ ଭିତରକନିକାର ବଜ୍ରକାପ୍ତା?

223 Viewsରାଜନଗର : ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଥିବା ବିରଳ ପ୍ରଜାତିର ବଜ୍ରକାପ୍ତାଙ୍କୁ ଆଉ ଦେଖିବାକୁ ମିଳୁନି। ଭିତରକନିକାର ଡାଙ୍ଗମାଳଠାରେ ଥିବା ସଂଗ୍ରହାଳୟରେ…

ବରଗଡ଼ : ଆସୁଛି ଧନୁଯାତ୍ରା, ଗୋପପୁର ଚଳଚଞ୍ଚଳ

199 Viewsବରଗଡ଼ : ବରଗଡ଼ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାକୁ ଆଉ ଅଳ୍ପ ଦିନ। ମଥୁରାରେ ମହାରାଜା କ˚ସଙ୍କ ମହାପ୍ରତାପ ଏବ˚ ଗୋପପୁରରେ କୃଷ୍ଣ-ବଳରାମଙ୍କ ଲୀଳା…

ରାଜଧାନୀ ଏକ୍ସପ୍ରେସ୍‌ରେ ଓଡ଼ିଶାର ଐତିହ୍ୟ ଓ ସଂସ୍କୃତି

233 Viewsଭୁବନେଶ୍ବର : ନାଲକୋ ସହାୟତାରେ ରେଳ ବିଭାଗ ପକ୍ଷରୁ ରାଜଧାନୀ ଏକ୍ସପ୍ରେସ୍‌ରେ ଓଡ଼ିଶାର ଐତିହ୍ୟ ଓ ସଂସ୍କୃତି ପ୍ରଦର୍ଶନ କରିବା ଦିଗରେ ଯେଉଁ…

ଚୌଦ୍ୱାର ସର୍କଲ୍‌ ଜେଲ୍‌ ଓ୍ୱାର୍ଡରେ ଲାଗିଥିବା ବଲ୍‌ବର ହୋଲଡର‌୍‌ରେ ମୋବାଇଲ୍‌ ଚାର୍ଜ କରୁଛନ୍ତି କଏଦୀ

260 Viewsକଟକ : ଚୌଦ୍ୱାର ସର୍କଲ୍‌ ଜେଲ୍‌ ଓ୍ୱାର୍ଡରେ ଲାଗିଥିବା ବଲ୍‌ବର ହୋଲଡର‌୍‌ରୁ ତାର କାଟି ମୋବାଇଲ୍‌ ଚାର୍ଜି˚ କରୁଛନ୍ତି କଏଦୀ। ଓ୍ୱାର୍ଡରେ ପ୍ଲଗ୍‌ର…

ବିଜେଡିର ୨୩ତମ ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ : କ’ଣ କହିଲେ ଦଳର ନେତା

190 Viewsଭୁବନେଶ୍ବର : ବିଜୁ ଜନତା ଦଳରେ ନାହିଁ ସାମ୍ପ୍ରଦାୟିକ ଭେଦଭାବ। ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିୟାନ୍, ପଞ୍ଜାବୀ ଓ ହିନ୍ଦୁ ସମସ୍ତେ ଦଳର କର୍ମୀଭାବେ…

ମଦ ବିରୋଧୀ ନିଆଁ ତେଜିଲା : ତିନି ଗାଁ ଲୋ‌କ ପୋଡ଼ିଦେଲେ ଭାଟି ଓ ୪ ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପାଉଁଶ

309 Viewsକବିସୂର୍ଯ୍ୟନଗର : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଇଲାକାରେ ଜୋର୍ ଧରିଛି ମଦବିରୋଧୀ ଆନ୍ଦୋଳନ। ବୁଧବାର ରାତିରେ ଏ.ବରିଡ଼ା ଗ୍ରାମରେ ଉତ୍ତ୍ୟକ୍ତ ମହିଳା…

ମୁଖ୍ୟମନ୍ତ୍ରୀଙ୍କୁ ଚପଲ ଫିଙ୍ଗିଥିବା କାର୍ତ୍ତିକ ଆଖି ବୁଜିଲେ, ଦିଲ୍ଲୀରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ

290 Viewsବରଗଡ଼ : ନୂଆଦିଲ୍ଲୀ ଇଣ୍ଡିଆ ଗେଟ୍‌ ସମ୍ମୁଖରେ ଦେହରେ ପେଟ୍ରୋଲ୍‌ ଢାଳି ଆତ୍ମାହୁତି ଉଦ୍ୟମ କରିଥିବା ବରଗଡ଼ ଜିଲ୍ଲା ପଦ୍ମପୁର ନିକଟସ୍ଥ ବୁଧାପାଲି…

ସିଏଏ ପ୍ରସଙ୍ଗରେ ଲୋକଙ୍କ ନିକଟକୁ ଯିବ ବିଜେପି: ଧର୍ମେନ୍ଦ୍ର

200 Viewsଭୁବନେଶ୍ବର : ନାଗରିକତା ସଂଶୋଧନ ଆଇନ(ସିଏଏ) ଉପରେ ବ୍ୟାପକ ଜନ‌ସଚେତନତା ସୃଷ୍ଟି କରିବା ନିମନ୍ତେ ବି‌ଜେପି ପକ୍ଷରୁ ମାସେ ବ୍ୟାପୀ ଓଡ଼ିଶା ସମେତ…

ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା : କଂଗ୍ରେସର ୧୨ଘଣ୍ଟିଆ ନବରଙ୍ଗପୁର ବନ୍ଦ

236 Viewsନବରଙ୍ଗପୁର : ରାସ୍ତାଘାଟ ଶୂନଶାନ। ଗାଡ଼ି ଚଳାଚଳ ସଂପୂର୍ଣ୍ଣ ବନ୍ଦ । ଛକ ଛକରେ ଟାୟାର ଜାଳ ବସିଥିଲେ କଂଗ୍ରେସ କର୍ମୀ। ପୁଲିସ,…