Sun. Sep 20th, 2026

Reviews

ତମିଆ-ମୁଦଲସର ସୁକତେଲ ପୋଲ ଭୁଶୁଡ଼ିବା ଘଟଣାରେ ନିର୍ବାହୀ ଯନ୍ତ୍ରୀ ଆନ୍ଥୋନି କିଶାନ ସସପେଣ୍ଡ୍

273 Viewsବଲାଙ୍ଗୀର/ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ତମିଆ-ମୁଦଲସର ସୁକତେଲ ପୋଲ ଭୁଶୁଡ଼ିବା ଘଟଣାରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ମାମଲାରେ…

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୦,୦୦୦ ଛୁଇଁବ, ସୁସ୍ଥଙ୍କ ସଂଖ୍ୟା ପାଖାପାଖି ୧୮,୦୦୦

222 Viewsନୂଆଦିଲ୍ଲୀ : ମେ ୯ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୦,୦୦୦ ଛୁଇଁବାକୁ ଯାଉଛି ।…

ସୁରତ ଫେରନ୍ତାଙ୍କୁ ଗ୍ରାମରେ ପୁରାଇ ଦେବେ ନାହିଁ ବୋଲି କହି ପୁଲିସ ଉପରକୁ ଟେକା ପଥର ମାଡ଼ କଲେ ଗ୍ରାମବାସୀ

302 Viewsଛତ୍ରପୁର: ସୁରତ ଫେରନ୍ତାଙ୍କୁ ଗ୍ରାମରେ ପୁରାଇ ଦେବେ ନାହିଁ ବୋଲି କେତେକ ଗ୍ରାମବାସୀ ଜିଦ୍ ଧରିବାରୁ ତୁମୁଳକାଣ୍ଡ ଘଟିଛି। ଗତକାଲି ଛତ୍ରପୁର ବ୍ଲକର…

ବିଶାଖାପାଟଣା କେମିକାଲ୍ ପ୍ଲାଣ୍ଟ୍‌ରେ ବିଷାକ୍ତ ଗ୍ୟାସ୍ ଲିକ୍ ୩ ମୃତ

197 Viewsବିଶାଖାପାଟଣା: ଗୁରୁବାର ପ୍ରତ୍ୟୁଷରେ ଆନ୍ଧ୍ର‌ପ୍ରଦେଶର ବିଶାଖାପାଟଣାରେ ଥିବା ଏକ ରାସାୟନିକ କାରଖାନାରୁ ଲିକ୍ ହୋଇଥିବା ବିଷାକ୍ତ ବାଷ୍ପ ଆଘ୍ରାଣ କରି ଅନ୍ୟୂନ ୩…

ବୁଦ୍ଧ ପୂର୍ଣ୍ଣିମା ପ୍ରାର୍ଥନା ସଭାରେ ଅଭିଭାଷଣ ଦେବେ ପ୍ରଧାନମନ୍ତ୍ରୀ ମୋଦୀ

221 Viewsନୂଆଦିଲ୍ଲୀ: ଆଜି ସକାଳ ୯ଟା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନ୍‌ସିଙ୍ଗ୍ ଜରିଆରେ ବୁଦ୍ଧ ପୂର୍ଣ୍ଣିମା ପ୍ରାର୍ଥନା କାର୍ଯ୍ୟକ୍ରମରେ ଯୋଗ ଦେଇ…

ଗଞ୍ଜାମ ଓ ମୟୂରଭଞ୍ଜରୁ ଚିହ୍ନଟ ସମସ୍ତ ଆକ୍ରାନ୍ତ ସୁରତ ଫେରନ୍ତା

221 Viewsଭୁବନେଶ୍ବର: ଆଜି ସକାଳେ ଗଞ୍ଜାମ ଓ ମୟୁରଭଞ୍ଜ ଜିଲ୍ଲାରୁ ଚିହ୍ନଟ ହୋଇଥିବା ସମସ୍ତ ୨୦ ଆକ୍ରାନ୍ତ ସୁରତ ଫେରନ୍ତା ବୋଲି ସ୍ପଷ୍ଟ କରିଛନ୍ତି…

ଗତକାଲି ଦୁଇ ନୂଆ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏକ ନୂତନ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଲା ପ୍ରଶାସନ

343 Viewsଭଦ୍ରକ: ଭଦ୍ରକରେ ଗତକାଲି ଦୁଇ ନୂଆ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ନୂତନ କଣ୍ଟେନମେଣ୍ଟ ଜୋନ୍…

ଶିଶୁଆ ଉପକାରାଗାରରୁ ବିଚାରାଧୀନ ବନ୍ଦୀ ଚମ୍ପଟ

241 Viewsସାଲେପୁର/କଟକ: କଟକ ଜିଲ୍ଲାର ଶିଶୁଆ ବ୍ୟାରେଜଠାରେ ଥିବା ଶିଶୁଆ ଉପକାରାଗାରରୁ ଗତକାଲି ସନ୍ଧ୍ୟାରେ ଜଣେ କଏଦୀ ଫେରାର ହେବା ପରେ ପୁଲିସ ତାକୁ…

ବିଦେଶରେ ଅଟକିଥିବା ପ୍ରାୟ ୧. ୯୨ ଲକ୍ଷ ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବାକୁ ଅଭିଯାନ ଆରମ୍ଭ କଲା ଭାରତର

271 Viewsନୂଆଦିଲ୍ଲୀ: କରୋନାଭାଇରସ୍ ସଙ୍କଟ ଯୋଗୁଁ ବିଦେଶରେ ଅଟକି ରହିଥିବା ଭାରତୀୟ ନାଗରିକମାନଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ଭାରତ ଉଦ୍ୟମ ଆରମ୍ଭ କରିଛି। ମେ…

ରାଜ୍ୟରେ ପୁଣି ଜଣେ କରୋନା ପଜିଟିଭ୍ ଚିହ୍ନଟ

265 Viewsଭୁବନେଶ୍ୱର : ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂପୃକ୍ତ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ଘର ଗଞ୍ଜାମ ଜିଲ୍ଲାରେ…