ପେଟ୍ରୋଲ, ଡିଜେଲ, ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ୍ ବୃଦ୍ଧି ପ୍ରତିବାଦ ତଥା ଶ୍ରମିକ, କୃଷକ ଓ ଜନବିରୋଧି ମୋଦି ସରକାର ବିରୁଦ୍ଧରେ ସିପିଆଇ (ଏମ୍) ପକ୍ଷରୁ ସର୍ବଭାରତୀୟ ହରତାଳ ୧୨ରେ : ରାଉରକେଲାରେ ସଫଳ କରିବା ପାଇଁ ବୈଠକ
208 Viewsରାଉରକେଲା, ୯ା୯ : କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଲଗାତର ଭାବରେ ଦେଶର ସାଧାରଣ ଜନତା, ଶ୍ରମିକ, କୃଷକମାନଙ୍କ ବିରୁଦ୍ଧରେ ଗୋଟିଏ ପରେ…
