Mon. Aug 24th, 2026

Breaking

ବିହାର ଡାକ୍ତରଖାନାରେ ମୂଷା କାମୁଡ଼ିବାରୁ ମରିଗଲା ୮ ମାସର ଶିଶୁ

362 Viewsଧାନବାଦ, ଅକ୍ଟେ।ବର୩୦: ମଙ୍ଗଳବାର ଦିନ ବିହାର ଅନ୍ତର୍ଗତ ଦରଭଙ୍ଗା ଜିଲ୍ଲାର ଏକ ସରକାରୀ ଡାକ୍ତରଖାନାର ନିଓ-ନାଟାଲ୍‌ ଇନ୍‌ଟେନ୍‌ସିଭ୍‌ କେୟାର୍‌ ୟୁନିଟ୍‌ରେ ମୂଷା କାମୁଡ଼ି…

ଜାନୁଆରି ୧ ତାରିଖରୁ ସର୍ବସାଧାରଣଙ୍କ ପରିବହନ ନିମନ୍ତେ ବ୍ୟବହୃତ ଗାଡ଼ିରେ ଟ୍ରାକିଙ୍ଗ୍‌ ସିଷ୍ଟମ୍‌

273 Viewsନୂଆଦିଲ୍ଲୀ, ଅକ୍ଟେ।ବର୩୦: ୨୦୧୯ ମସିହା ଜାନୁଆରି ୧ ତାରିଖ ଦିନ କିଂବା ତା’ପରେ ପଞ୍ଜିକୃତ ହେବାକୁ ଥିବା ସର୍ବସାଧାରଣଙ୍କ ଗମନା ଗମନ ପାଇଁ…

ମୃତ୍ୟୁ ବାର୍ଷିକୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି

326 Viewsନୂଆଦିଲ୍ଲୀ, ଅକ୍ଟେ।ବର୩୦: ମୃତ୍ୟୁ ବାର୍ଷିକୀରେ ସମଗ୍ର ଦେଶ ଦିବଂଗତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ସ୍ମରଣ କରିଛି। ଭାରତର ପ୍ରଥମ ଏବଂ ଏକମାତ୍ର ମହିଳା…

ବିଜେଡିରେ ମହା ମିଶ୍ରଣ ପର୍ବ।୫ ଶହରୁ ଉର୍ଦ୍ଧ୍ବ କର୍ମୀ ବିଜେଡିରେ ମିଶିଲେ। ଜନ ସମ୍ପର୍କ ପଦଯାତ୍ରା ଓ ପଞ୍ଚାୟତ ସ୍ତରୀୟ କର୍ମଶାଳା ଅନୁଷ୍ଠିତ।

270 Viewsଆଗାମୀ ୨୦୧୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୈତିକ ଦଳ ତରଫରୁ ତତ୍ପରତା ଦେଖାଦେଇଛି।ପ୍ରତ୍ୟେକ ଦିନ ଗାଁ ଗଣ୍ଡା ଗଳିକନ୍ଦିରେ ରାଜନେତା…

ଯାଜପୁରରେ ବିଶ୍ୱ ମିତବ୍ୟୟିତା ଦିବସ ସଚେତନତା ଶୋଭାଯାତ୍ରା ।

403 Viewsଯାଜପୁର, ତା ୩୦ା୧୦ : ଯାଜପୁରରେ ବିଶ୍ୱ ମିତବ୍ୟୟିତା ଦିବସ ସଚେତନତା ଶୋଭାଯାତ୍ରା ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଳ୍ାପାଳଙ୍କ କାର୍ଯ୍ୟାଳୟ ଠାରୁ ଅନୁଷ୍ଠିତ ହୋଇଥିଲା…

ଯାଜପୁର ସଡକ ସୁରକ୍ଷା ବୈଠକ ମଦ୍ୟପ ଓ ବେପରୁଆ ଗାଡି ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

797 Viewsଯାଜପୁର,୩୦/୧୦: ମଦ୍ୟପ ଅବସ୍ଥାରେ ବେପରୁଆ ଭାବେ ଅତି ଦ୍ରୁତ ବେଗରେ ଗାଡି ଚାଳନା ପାଇଁ ମର୍ମୁଦନ୍ତ ସଡକ ଦୁର୍ଘଟଣାରେ ବ୍ୟାପକ ଧନଜୀବନ କ୍ଷତି…