Mon. May 11th, 2026

Review

ନିଆଁ ଲାଗି ୨୦୦ ମିଟର ଯାଏଁ ପୋଡ଼ିଗଲା ପେଣ୍ଠସ୍ଥିତ ଜିଓଟ୍ୟୁବ୍‌ ପ୍ରକଳ୍ପ

230 Viewsକେନ୍ଦ୍ରାପଡ଼ା : ରବିବାର ପ୍ରତ୍ୟୁଷରେ ରାଜନଗର ଅନ୍ତର୍ଗତ ପେଣ୍ଠ ଅଞ୍ଚଳର ସମୁଦ୍ରକୂଳରେ ଥିବା ଜିଓଟ୍ୟୁବ୍‌ ପ୍ରକଳ୍ପରେ ନିଆଁ ଲାଗିଯାଇଛି। ସକାଳେ କେତେକ ସ୍ଥାନୀୟ…

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ‘ପିଅନ୍’ ବୋଲି କହିଲେ ବିଜେପିର ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ

293 Viewsଚଣ୍ଡିଗଡ଼ : ବିଜେପିର ରାଜ୍ୟସଭା ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁବ୍ରମଣ୍ୟମ ସ୍ୱାମୀ ଚଣ୍ଡିଗଡ଼ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱାମୀ କହିଛନ୍ତି,…

ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ଦିଆଯାଇଥିଲା ବିଷ !

287 Viewsହରିଦ୍ୱାର: ଯୋଗ ଗୁରୁ ବାବା ରାମଦେବଙ୍କ ଘନିଷ୍ଠ ସହଯୋଗୀ ତଥା ପତଞ୍ଜଳି ଆୟୁର୍ବେଦର ଅଧ୍ୟକ୍ଷ ଆଚାର୍ଯ୍ୟ ବାଳକୃଷ୍ଣ ଶୁକ୍ରବାର ଅପରାହ୍ନରେ ହଠାତ ଅସୁସ୍ଥ…

ବିବାହର କେଇ ମୁହୂର୍ତ୍ତ ପରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେ ନବଦମ୍ପତି

265 Viewsଟେକ୍ସାସ୍‌ : ଶୁକ୍ରବାର ଦିନ ବିବାହର ମାତ୍ର କେଇ ମିନିଟ୍‌ ପରେ ଟ୍ରକ୍‌ ଦୁର୍ଘଟଣାରେ ପିଲାଦିନର ପ୍ରେମିକ-ପ୍ରେମିକା ତଥା ନବଦମ୍ପତି ପ୍ରାଣ ହରାଇଥିବା…

ମୋଦିଙ୍କୁ ୟୁଏଇର ସର୍ବୋଚ୍ଚ ବେସାମରିକ ସମ୍ମାନ

327 Viewsଆବୁ ଧାବି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଅର୍ଡର ଅଫ୍‌ ଜାୟେଦ୍‌’ରେ…

ଜମ୍ମୁ କଶ୍ମୀର ସ୍ଥିତିରେ ଅସନ୍ତୋଷ ପ୍ରକାଶ କରି ଇସ୍ତଫା ଦେଲେ ଯୁବ ଆଇଏଏସ୍ ଅଫିସର୍

973 Viewsଥିରୁଅନନ୍ତପୁରମ : ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ କଶ୍ମୀରରେ ଦେଖାଦେଇଥିବା ସ୍ଥିତି ଉପରେ ଅସନ୍ତୋଷ ପ୍ରକାଶ କରି ୩୩ ବର୍ଷୀୟ ଆଇଏଏସ୍…

ବାଲୁକା କଳାରେ ଜେଟଲୀଙ୍କୁ ଶ୍ରଦ୍ଧାଞ୍ଜଳି

358 Viewsପୁରୀ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କୁ ବାଲୁକା କଳା ମାଧ୍ୟମରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ…

ସୁପାରି ନେଇ ହତ୍ୟା କରିବାକୁ ପ୍ରସ୍ତୁତ ହେଉଥିଲା, ନିଜେ ଖାଇଲା ଗୁଳି

264 Viewsପୁରୀ : ପୁରୀ ସହରରେ ପୁଲିସ୍ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଦିବାନା ବେହେରା ଆହତ ହୋଇଛି। ତା’ ଡାହାଣ ଗୋଡ଼ରେ ଗୁଳି ବାଜିଛି।…