ଦିଲ୍ଲୀ ନିଜାମୁଦ୍ଦିନ ଫେରନ୍ତା ରାଜ୍ୟର୨୮ ଜଣ ବ୍ୟକ୍ତି ଚିହ୍ନଟ, ୨୫ଜଣଙ୍କର କରୋନା ରିପୋର୍ଟ ନେଗଟିଭ୍, ୩ଜଣଙ୍କର ରିପୋର୍ଟ ପଜିଟିଭ୍
244 Viewsଭୁବନେଶ୍ୱର: ଦିଲ୍ଲୀ ନିଜାମୁଦ୍ଦିନ ଧାର୍ମିକ ସମାବେଶରେ ଯୋଗଦେଇ ଫେରିଥିବା ରାଜ୍ୟର୨୮ ଜଣ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି| ଏମାନେ ସମସ୍ତ ପରୀକ୍ଷିତ ବୋଲି ରାଜ୍ୟ…
