କରାଚି ନିକଟରେ ‘ପିଆଇଏ’ ବିମାନ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ୯୭କୁ ବୃଦ୍ଧି, ୨ ଜୀବିତ, ଚାଲୁ ରହିଛି ଉଦ୍ଧାର କାର୍ଯ୍ୟ
333 Viewsନୂଆଦିଲ୍ଲୀ: ପାକିସ୍ତାନ ଇଣ୍ଟର୍ନ୍ୟାସ୍ନାଲ୍ ଏୟାର୍ଲାଇନ୍ସ୍ ବିମାନ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟ ୯୭କୁ ବୃଦ୍ଧି ପାଇଛି। ଏହି ଦୁର୍ଘଟଣାରେ ଦୁଇ ଜଣ ମୃତ୍ୟୁ ମୁଖର ବଞ୍ଚିଯାଇଛନ୍ତି…
