Wed. Sep 30th, 2026

Activities

୧୪ବର୍ଷ ପରେ ପରଦାକୁ ଫେରୁଛନ୍ତି ସ୍ନେହା ଉଲାଲ୍‌, ସଲମାନ ଦେଇଥିଲେ ବ୍ରେକ୍‌

368 Viewsମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ସ୍ନେହା ଉଲାଲ୍‌ ୧୪ବର୍ଷ ପରେ ପୁଣି ପରଦାକୁ ଫେରୁଥିବା ଜଣାପଡ଼ିଛି। ସ୍ନେହା ୨୦୦୫ରେ ‘ଲକି: ନୋ ଟାଇମ୍‌…

ନିରାକାରପୁର: ଟ୍ରେନ୍‌ ଲାଇନ୍‌ରେ ଫାଟ, ମରାମତି ପରେ ରେଳ ଚଳାଚଳ ସ୍ୱାଭାବିକ

498 Viewsନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ନିକଟସ୍ଥ କାଶିପୁର-ହରିପୁର ଲେବଲକ୍ରସିଂ ମଧ୍ୟବର୍ତ୍ତୀ ଅଞ୍ଚଳରେ ଆଜି ସକାଳେ ରେଳ ଧାରଣା ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି।…

ବୋଫର୍ସ ମାମଲାରେ ସିବିଆଇ ସମନ ପାଇତିବା ଅଧିକାରୀଙ୍କ ରହସ୍ୟଜନକ ମୃତ୍ୟୁ

342 Viewsଜବଲପୁର: ସେନା ପକ୍ଷରୁ ଭାରତରେ ତିଆରି ହେଉଥିବା ବୋଫର୍ସ କମାଣରେ ଚୀନ ନିର୍ମିତ ଯନ୍ତ୍ରାଂଶ ଯୋଗାଣ ସଂକ୍ରାନ୍ତୀୟ ଏକ ଅଭିଯୋଗରେ ସିବିଆଇ ଠାରୁ…

ନୂଆପଡ଼ା: ଦାଦନ ଶ୍ରମିକଙ୍କୁ ନେଇ ଯାଉଥିବା ମିନିଟ୍ରକ ଓଲଟି ପଡ଼ିଲା, ଜଣେ ମୃତ, ୨୪ ଆହତ

303 Viewsନୂଆପଡ଼ା: ଗତକାଲି ରାତିରେ ଦାଦନ ଖଟିବାକୁ ଏକ ମିନିଟ୍ରକ୍‌ରେ ରାଜ୍ୟ ବାହାରକୁ ବାହାରକୁ ଯଯିବା ପାଇଁ କଣ୍ଟାବାଞ୍ଜି ରେଳ ଷ୍ଟେସନକୁ ଯାଉଥିବା ବେଳେ…

ଚେନ୍ନାଇ ରେସ୍ତୋରାଁରେ ଖାଦ୍ୟ ପରିବେଷଣ କରି ଗ୍ରାହକଙ୍କ ସହ ତାମିଲ ଓ ଇଂଗ୍ରାଜୀରେ କଥାବାର୍ତ୍ତା କରୁଛି ରୋବୋଟ୍‌ େଓ୍ଵଟର୍‌

372 Viewsପୋରୁର: ପୋରୁର ଠାରେ ଥିବା ଚେନ୍ନାଇର ପ୍ରଥମ ‘ରୋବୋଟ୍‌ ରେସ୍ତୋରାଁ’ରେ ରୋବୋଟ୍‌ େଓ୍ଵଟର୍‌ ସବୁ କେବଳ ଖାଦ୍ୟ ପରିବେଷଣ କରୁ ନାହାନ୍ତି, ଗ୍ରାହକମାନଙ୍କ…

୧୯୦ ମିଲିୟନ୍‌ ଡଲାର୍‌ ଡିଜିଟାଲ୍‌ ମୁଦ୍ରା ଆକାଉଣ୍ଟ୍‌ର ପାସ୍‌ଓ୍ଵାର୍ଡ ଜାଣିଥିବା କାନଡୀୟ ଡିଜିଟାଲ୍‌ ମୁଦ୍ରା ଫାର୍ମର ସିଇଓଙ୍କର ଭାରତରେ ମୃତ୍ୟୁ

318 Viewsଓ୍ଵାସିଂଟନ୍‌: ନିବେଶକମାନଙ୍କର ୧୯୦ ମିଲିୟନ୍‌ ଡଲାର୍‌ କ୍ରିପ୍ଟୋକରେନ୍‌ସି ବା ଡିଜିଟାଲ୍‌ ମୁଦ୍ରା ଥିବା ଆକାଉଣ୍ଟଗୁଡ଼ିକର ପାସ୍‌ଓ୍ଵାର୍ଡ ଜାଣିଥିବା କାନଡୀୟ କ୍ରିପ୍ଟୋକରେନ୍‌ସି ଫାର୍ମର ଜଣେ…

ପ୍ରାକ୍‌-ସ୍ବାଧୀନତା କାଳର ନିର୍ବାଚନ ଓ ନେହେରୁ ପରିବାର

333 Viewsନେହେରୁଙ୍କ ସ୍ବରାଜ ଦଳ ପୂର୍ବଥର ଭଳି ଏଥର ମଧ୍ୟ ସବାର୍ଧିକ ୩୮ଟି ଆସନ ପାଇଥିଲା। ତେବେ ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ଜାତୀୟତାବାଦୀ…

ଏସ୍‌-ପି-ବିଏସପି ମେଣ୍ଟରେ ରାଷ୍ଟ୍ରୀୟ ଲୋକ ଦଳ ସାମିଲ୍‌

283 Viewsଲକ୍ଷ୍ନୌ : ଉତ୍ତର ପ୍ରଦେଶର ଏସ୍‌-ପି-ବିଏସପି ମେଣ୍ଟରେ ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) କୁ ସାମିଲ କରାଯିବା ନେଇ ସମାଜବାଦୀ ପାର୍ଟି ସୁପ୍ରିମୋ…