Sat. Oct 10th, 2026

Activities

ଜମ୍ମୁ-କଶ୍ମୀର: ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ, ଉଚିତ ଜବାବ ଦେଲା ଭାରତୀୟ ସେନା

379 Viewsଶ୍ରୀନଗର : ପୁଣି ଥରେ ସୀମାରେ ଅସ୍ତ୍ର ବିରତି ଉଲ୍ଲଂଘନ କରିଛି ପାକିସ୍ତାନ। ଶନିବାର ଜମ୍ମୁ-କଶ୍ମୀରର ପୁଞ୍ଚ୍‌ ଜିଲ୍ଲାରେ ପାକିସ୍ତାନ ନିୟନ୍ତ୍ରଣ ରେଖା…

ପାଟକୁରାରେ ପୂର୍ବାହ୍ନ ୧୧ଟା ସୁଦ୍ଧା ୨୬ ପ୍ରତିଶତ ମତଦାନ

239 Viewsଭୁବନେଶ୍ବର : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସରୁ ମିଳିଥିବା ସୂଚନା ଅନୁଯାୟୀ ପାଟକୁରାରେ ପୂର୍ବାହ୍ନ ୧୧ଟା ସୁଦ୍ଧା ୨୬ ପ୍ରତିଶତ ମତଦାନ…

ମୋବାଇଲ୍‌ ଛଡ଼ାଇ ଛାତ୍ରୀଙ୍କୁ ଟଣାଓଟରା, ଭିଡିଓ ଭାଇରାଲ୍‌

219 Viewsଝାରସୁଗୁଡ଼ା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳରେ ଦୁଇ ଜଣ କଲେଜ ଛାତ୍ରୀଙ୍କୁ କିଛି ଯୁବକ ଟଣାଓଟରା କରୁଥିବାର ଏକ ଭିଡିଓ ଏବେ…

ସୋନଭଦ୍ର ହତ୍ୟାକାଣ୍ଡ ପୀଡ଼ିତ ପରିବାରର ଦୁଃଖ ଶୁଣି କାନ୍ଦି ପକାଇଲେ ପ୍ରିୟଙ୍କା,ପ୍ରତି ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ଦେବ କଂଗ୍ରେସ

270 Viewsବାରଣାସୀ : ଉତ୍ତରପ୍ରଦେଶ ସୋନଭଦ୍ର ହତ୍ୟାକାଣ୍ଡ ପୀଡ଼ିତ ପରିବାରର ଦୁଃଖ ଶୁଣି ସେ କାନ୍ଦି ପକାଇଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ।…

ବ୍ରିଟେନ ତୈଳ ଟ୍ୟାଙ୍କରକୁ ଜବତ କଲା ଇରାନ, କ୍ରୁ ମେମ୍ବରଙ୍କ ମଧ୍ୟରେ ସାମିଲ ଭାରତୀୟ

483 Viewsନୂଆଦିଲ୍ଲୀ : ଗତକାଲି ଇରାନ ଷ୍ଟେଟ୍ ଅଫ ହୋମୁର୍ଜରେ ବ୍ରିଟିଶ ତେଲ ଟ୍ୟାଙ୍କରକୁ ଜବତ କରିଥିବା ଦାବି କରିଛି । ଷ୍ଟେନା ଇମ୍ପେରୋ…

ଚିକେନ୍‌ ଓ ଅଣ୍ଡାକୁ ନିରାମିଷ ଘୋଷଣା କରିବାକୁ ରାଜ୍ୟସଭାରେ ଦାବି

228 Viewsନୂଆଦିଲ୍ଲୀ : ବିଜେପିର ମହାରାଷ୍ଟ୍ର ସହଯୋଗୀ ଶିବସେନାର ସାଂସଦ ସଞ୍ଜୟ ରାଉତ ଆଜି ରାଜ୍ୟସଭାରେ ଏକ ଆଶ୍ଚର୍ଯ୍ୟ ଚକିତ କରିବା ଭଳି ଦାବି…

କାର୍ଗିଲ ବିଜୟ ଦିବସ: ଆଜି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଜମ୍ମୁ କଶ୍ମୀର ଗସ୍ତ

173 Viewsଜମ୍ମୁ, ଜୁଲାଇ ୨୦ : ଭାରତ ୨୦ତମ କାର୍ଗିଲ ବିଜୟ ଦିବସ ପାଳନ କରିବା ପୂର୍ବରୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ…

ବ୍ରାହ୍ମଣୀ ନଦୀର ଦ୍ୱିତୀୟ ସେତୁ: ଜମିଅଧିଗହଣ ବେଳେ ଉତ୍ତେଜନା , ୧୧ ଅଟକ

303 Viewsସୁନ୍ଦରଗଡ଼ : ସୁନ୍ଦରଗଡ଼ରେ ବହୁ ପ୍ରତୀକ୍ଷିତ ବ୍ରାହ୍ମଣୀ ନଦୀର ଦ୍ୱିତୀୟ ସେତୁ ନିର୍ମାଣ ଏନଏଚ -୧୪୩ ସମ୍ପ୍ରସାରଣ ପାଇଁ କାମ ଆରମ୍ଭ ଜମିଅଧିଗ୍ରହଣ…