Thu. Oct 29th, 2026

2019

ପ୍ରେମିକାର ନିର୍ବନ୍ଧ ପରେ ଲାଇଭ୍‌ଷ୍ଟ୍ରିମ୍‌ କରି ମନ୍ଦିରରେ ଆତ୍ମହତ୍ୟା କଲେ ହତାଶ ପ୍ରେମିକ

229 Viewsଆଗ୍ରା : ଅନ୍ୟ ଜଣଙ୍କ ସହ ପ୍ରେମିକାର ନିର୍ବନ୍ଧ ହୋଇଯିବାରୁ ଆଗ୍ରା ଜିଲ୍ଲାର ଜଣେ ୨୨ ବର୍ଷିୟ ଯୁବକ ଶନିବାର ଦିନ ଫେସ୍‌ବୁକ୍‌ରେ…

ଫ୍ଲୋର୍‌ ଟେଷ୍ଟ୍‍ରେ କୋର୍ଟ ହସ୍ତକ୍ଷେପ ଚାହୁଁଥିବା କର୍ଣ୍ଣାଟକ ବିଧାୟକଙ୍କ ଆବେଦନର ଜରୁରୀ ଶୁଣାଣିକୁ ଅଗ୍ରାହ୍ୟ କଲେ ସୁପ୍ରିମ୍‌ କୋର୍ଟ

346 Viewsନୂଆଦିଲ୍ଲୀ : କର୍ଣ୍ଣାଟକର କଂଗ୍ରେସ-ଜେଡି(ଏସ୍‌) ସରକାରରୁ ସମର୍ଥନ ପ୍ରତ୍ୟାହାର କରିଥିବା ଦୁଇଜଣ ସ୍ୱାଧୀନ ବିଧାୟକଙ୍କ ଆବେଦନ ଶୁଣାଣି କରିବାକୁ ସୋମବାର ସକାଳେ ସୁପ୍ରିମ୍‌…

ଚର୍ଚ୍ଚାରେ ବିଜେପି ସାଂସଦ : ବୁଲା କୁକୁରକୁ କରାଇଲେ ଅପରେସନ

251 Viewsସୁଲତାନପୁର: ଉତ୍ତରପ୍ରଦେଶ ସୁଲତାନପୁରର ସାଂସଦ ମାନେକା ଗାନ୍ଧୀ ଜଣେ ପଶୁ ସୁରକ୍ଷା ଅଭିଯାନର ସକ୍ରିୟ ସଦସ୍ୟ ଭାବେ ବେଶ ଜଣାଶୁଣା | ପରିବେଶ…

ପତ୍ନୀକୁ ଠେଙ୍ଗାରେ ପିଟି ପିଟି ହତ୍ୟାକଲା ସ୍ୱାମୀ

309 Viewsନବରଙ୍ଗପୁର: ଶନିବାର ରାତିରେ ଡାବୁଗାଁ ଥାନା ଅଧୀନ ମାଳିଗୁଡ଼ା ଗ୍ରାମର ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛନ୍ତି।…

ମମତା ବାନାର୍ଜୀ ପଶ୍ଚିମବଙ୍ଗକୁ ଆଫଗାନିସ୍ତାନରେ ପରିଣତ କରି ଦେଇଛନ୍ତି

247 Viewsକୋଲକାତା : ବିଜେପିର ପଶ୍ଚିମବବଙ୍ଗ ପ୍ରଦେଶ ଅଧ୍ୟକ୍ଷ ତଥା ସାଂସଦ ଦିଲୀପ ଘୋଷ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଟାକ୍ଷ କରି କହିଛନ୍ତି ଯେ…

ଦୁବାଇ ମଞ୍ଚରେ ଟଳି ପଡ଼ିଲେ ଭାରତୀୟ ବଂଶୋଦ୍ଭବ କମେଡିଆନ୍‌; ଦର୍ଶକେ ଭାବିଲେ ଅଭିନୟ

247 Viewsଦୁବାଇ: ଦର୍ଶକଙ୍କ ସାମ୍ନାରେ ପ୍ରଦର୍ଶନ କରିବା ବେଳେ ଅତ୍ୟଧିକ ଉଦ୍‌ବେଗ କାରଣରୁ ମଞ୍ଚ ଉପରେ ଜଣେ ଭାରତୀୟ ବଂଶୋଦ୍ଭବ ଷ୍ଟାଣ୍ଡ୍‌-ଅପ୍‌ କମେଡିଆନ୍‌ଙ୍କର ମୃତ୍ୟୁ…

ଆମାଜନ କରିଦେଲା ଭୁଲ, ୯ ଲକ୍ଷର କ୍ୟାମେରାକୁ ୬୫୦୦ ଟଙ୍କାରେ କିଣିଲେ ଗ୍ରାହକ

266 Viewsନୂଆଦିଲ୍ଲୀ : ଇ କମର୍ସ କମ୍ପାନୀ ଆମାଜନ ପ୍ରତିବର୍ଷ ବିଗ ବିଲିୟନ ଡେ ସେଲର ଆୟୋଜନ କରିଥାଏ | ଏହାକୁ ଅନେକ ଗ୍ରାହକ…

ପାକିସ୍ତାନ ଡାକ୍ତରଖାନାରେ ଆତ୍ମଘାତୀ ବିସ୍ଫୋରଣ; ୩ ମୃତ, ୭ ଆହତ

263 Viewsଇସ୍‌ଲାମାବାଦ୍‌ : ରବିବାର ସକାଳେ ଡେରା ଇସ୍‌ମାଇଲ୍‌ ଖାଁ ଜିଲ୍ଲାର ସର୍ବସାଧାରଣଙ୍କ ନିମନ୍ତେ ଉଦ୍ଦିଷ୍ଟ ଏକ ଡାକ୍ତରଖାନାର ମୁଖ୍ୟ ଫାଟକରେ ଆତ୍ମଘାତୀ ବିସ୍ଫୋରଣ…