Fri. May 17th, 2024

ସ୍ବାସ୍ଥ୍ୟବସ୍ଥା ସ୍ଥିର, ଘରକୁ ଫେରିଲେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି

By amfnews Jan 31, 2021 #Featured
87 Views

କୋଲକାତା, ଜାନୁଆରୀ ୩୧ : ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ରବିବାର କୋଲକାତାର ଆପୋଲୋ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଦ୍ୱିତୀୟ ଆଞ୍ଜିଓପ୍ଲାଷ୍ଟି କରିବା ପରେ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ଜଣାପଡିଛି ଏବଂ କିଛି ସପ୍ତାହ ସମ୍ପୂର୍ଣ୍ଣ ବିଶ୍ରାମ ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି ।

ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କର ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଆଞ୍ଜିଓପ୍ଲାଷ୍ଟି ହୋଇଥିଲା ଏବଂ  ବ୍ଲକେଜ ପାଇଁ ତାଙ୍କ ଧମନୀ ଭିତରେ ଦୁଇଟି ଷ୍ଟେଣ୍ଟ ଲାଗିଥିବା ସୂଚନା ରହିଛି  ।

By amfnews

Related Post