Thu. Jun 4th, 2026

ନିର୍ଦ୍ଧାରିତ ସମୟର ଘଣ୍ଟାଏ ପୂର୍ବରୁ ପହଣ୍ଡି ବିଜେ ଆରମ୍ଭ

402 Views

ପୁରୀ  : ଗୁରୁବାର ସକାଳ ୮: ୩୦ ରେ ରଥଯାତ୍ରା ପାଇଁ ଦିଅଁମାନଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଛି। ପହଣ୍ଡିରେ ପ୍ରଥମେ ଆସୁଛନ୍ତି ସୁଦର୍ଶନ। ତାଙ୍କ ପଛକୁ ରଥାରୁଢ଼ ହେବାକୁ ପହଣ୍ଡି ବିଜେ କରିବେ ତିନି ଦିଅଁ।

ଆଜି ନିର୍ଦ୍ଧାରିତ ସମୟର ଏକ ଘଣ୍ଟା ପୂର୍ବରୁ ପହଣ୍ଡି ଆରମ୍ଭ ହୋଇଛି। କାର୍ଯ୍ୟ ନିର୍ଘଣ୍ଟ ଅନୁସାରେ ସକାଳ ୯: ୩୦ରେ ପହଣ୍ଡି ବିଜେ ଆରମ୍ଭ ହୋଇଥାଆନ୍ତା। ସକାଳ ୮: ୧୫ରେ ରଥ ପ୍ରତିଷ୍ଠା କରାଯିବା ପରେ ପରେ ପହଣ୍ଡି ଆରମ୍ଭ ହୋଇଥିଲା।

By amfnews

Related Post