448 Views
ଦାନ୍ତେଓ୍ଵାଡା: ‘ମା, ମୁଁ ତତେ ଭଲପାଏ…ହୁଏତ ମୁଁ ଆଜି ମରିଯାଇପାରେ। କିନ୍ତୁ କାହିଁକି କେଜାଣି ସାମ୍ନାରେ ମୃତ୍ୟୁକୁ ଦେଖି ମତେ ଆଜି ଭୟ ଲାଗୁନାହିଁ।’
ଛତିଶଗଡ ଦାନ୍ତେଓ୍ଵାଡାରେ ନକ୍ସଲଙ୍କ ଆକ୍ରମଣ ଚାଲିଥିବା ବେଳେ ନିଜ ମୋବାଇଲ୍ ଫୋନ୍ରେ ଏପରି ଏକ ମେସେଜ୍ ରେକର୍ଡ କରିଥିଲେ ଦୂରଦର୍ଶନର କ୍ୟାମେରା ଆସିଷ୍ଟାଣ୍ଟ ମୋର୍ମୁକୁଟ୍ ଶର୍ମା।


