Tue. Oct 6th, 2026

‘ଦଙ୍ଗା’କୁ ଧରିଲା କ୍ରାଇମ୍‌ବ୍ରାଞ୍ଚ

264 Views

ଭୁବନେଶ୍ୱର  : ଗ୍ୟାଙ୍ଗଷ୍ଟର ଟିଟୋର ପ୍ରମୁଖ ସହଯୋଗୀ ଦଙ୍ଗା ଓରଫ ସେକ୍ ଜାବିଦକୁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଗିରଫ କରିଛି। ଆଜି ସକାଳ ସାଢ଼େ ୯ଟାରେ ତାକୁ ଗିରଫ କରାଯାଇଥିବା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ସୂଚନା ଦେଇଛି। ସେକ୍ ଜାବିଦର ଘର କେନ୍ଦ୍ରାପଡ଼ା ସହରରେ।  ସେ ଠିକାଦାର ଶିବ ପ୍ରସାଦ ପରିଡ଼ା ଅପହରଣ ମାମଲାର ମୁଖ୍ୟ କାର୍ପଟଦାର ଥିଲା। ବଟି ନଦେବାରୁ ଶିବ ପ୍ରସାଦଙ୍କୁ ଉଠାଇ ନେଇ ଟିଟୋ ଖଟିରେ ପିଟିଥିଲା।

By amfnews

Related Post